www.samajalive.in
Monday, December 8, 2025
27.1 C
Bhubaneswar

ମଧ୍ୟାହ୍ନ @୧୨ ମୁଖ୍ୟ ଖବର

(୧) ଭୁବନେଶ୍ୱର-କଟକରେ ଗଡ଼ିବ ମେଟ୍ରୋ… ମେଟ୍ରୋ ରେଲ୍‌ ସିଷ୍ଟମ୍‌ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଭୁବନେଶ୍ୱର ସାଂସଦ… କହିଲେ, ଟ୍ୱିନ୍‌ ସିଟିରେ ଜନସଂଖ୍ୟା ବଢ଼ୁଥିବାରୁ ରହିଛି ମେଟ୍ରୋର ଆବଶ୍ୟକତା… ଡିପିଆର ପ୍ରସ୍ତୁତ କରି ତୁରନ୍ତ ଏମଓଏଚୟୁଏକୁ ପଠାନ୍ତୁ ରାଜ୍ୟ ସରକାର…

(୨) ରାଜ୍ୟରେ ଥମୁନି ଜନନୀ ଯନ୍ତ୍ରଣା… ପୁଣି ଭାରରେ ବୁହାହେଲେ ଗର୍ଭବତୀ… ଗାଁକୁ ରାସ୍ତା ନଥିବାରୁ ୩ କିମି ଯାଏଁ ମହିଳାଙ୍କୁ ବୋହିଲେ ସମ୍ପର୍କୀୟ… ପରେ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନାରେ ହେଲେ ଭର୍ତ୍ତି… ମୋହନା ବ୍ଲକ କରୁଚବାଡ଼ି ପଞ୍ଚାୟତ ବଡ଼ପଙ୍କା ଗାଁର ଘଟଣା…

- Advertisement -

(୩) ପର୍ଯ୍ୟଟକଙ୍କ ପାଇଁ ବନ୍ଦ ହେଲା ନାଗାବଳୀ ଝୁଲାପୋଲ… ଅନିର୍ଦ୍ଦିଷ୍ଟ କାଳ ଯାଏଁ ଝୁଲାପୋଲ ବନ୍ଦ ନେଇ ଜିଲ୍ଲା ପ୍ରଶାସନର ନିଷ୍ପତ୍ତି… ବାରମ୍ବାର ଦୁର୍ଘଟଣା ଯୋଗୁଁ ପୋଲ ବନ୍ଦ କରାଯାଇଥିବା ସୂଚନା…

(୪) ଦେଶରେ କମିଲା କରୋନା ସଂକ୍ରମଣ… ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ଆଉ ୪,୧୨୯ ପଜିଟିଭ୍‌… ସୁସ୍ଥ ହେଲେ ୪,୬୮୮ ଜଣ ସଂକ୍ରମିତ… ବର୍ତ୍ତମାନ ଦେଶରେ ୪୩,୪୧୫ ରହିଛି ମୋଟ୍ କରୋନା ସକ୍ରିୟ ମାମଲା… ସଂକ୍ରମଣକୁ ରୋକ୍‌ ଦେବାକୁ ଏବେ ବି ଜାରି ରହିଛି ଟିକାକରଣ…

(୫) ରାଜ୍ୟରେ ବି କମୁଛି କରୋନା… ଚିହ୍ନଟ ହେଲେ ଆଉ ୧୬୪ ଆକ୍ରାନ୍ତ…ଜନ୍ମରୁ ୧୮ ବର୍ଷ ମଧ୍ୟରେ ରହିଛନ୍ତି ୨୫ ପଜିଟିଭ୍… ଗୋଟିଏ ଦିନରେ କରୋନାରୁ ସୁସ୍ଥ ହୋଇଛନ୍ତି ୧୪୫ ସଂକ୍ରମିତ… ରାଜ୍ୟରେ ମୋଟ୍ ସକ୍ରିୟ କରୋନା ମାମଲା ରହିଛି ୧୪୩୯…

(୬) ସରଗରମ ହେବ ରାଜ୍ୟ ରାଜନୀତି… ୨୯ରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା… ନେତାଙ୍କ ସହ ୨୦୨୪ ନିର୍ବାଚନକୁ ନେଇ କରିବେ ବୈଠକ… ସେପଟେ ସେହିଦିନ ବିଜେଡି ନେତାଙ୍କୁ ମନ୍ତ୍ରଦେବେ ସୁପ୍ରିମୋ… କଂଗ୍ରେସ ମଧ୍ୟ ‘ଭାରତ ଯୋଡ ଯାତ୍ରା’କୁ ନେଇ କରିବ ବୈଠକ…

(୭) ହିମାଚଳ ପ୍ରଦେଶରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା… କୁଲୁ ବଞ୍ଜାର ଭ୍ୟାଲି ଘଆଗିରେ ଓଲଟିଲା ଟୁରିଷ୍ଟ ବସ୍‌… ୭ ମୃତ, ୧୦ ଆହତ… ସମସ୍ତ ଆହତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି… ମୃତକଙ୍କ ମଧ୍ୟରେ ରହିଛନ୍ତି ୫ଜଣ ଯୁବକ ଓ ୨ଜଣ ଯୁବତୀ… ଯାତ୍ରୀଙ୍କ ମଧ୍ୟରେ ୩ଜଣ ଆଇଆଇଟି ବାରାଣାସୀ ଛାତ୍ର ଥିବା ସୂଚନା…

(୮) ଘୂର୍ଣ୍ଣିବଳୟ ପ୍ରଭାବରେ ଭିଜିବ ଓଡ଼ିଶା… କୁମାର ପୂର୍ଣ୍ଣିମା ଯାଏଁ ଲାଗିରହିବ କାଉଁଳିଆ ପାଗ… ଆଜି ୧୬ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା… ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା…

Hot this week

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

Related Articles

Popular Categories