www.samajalive.in
Monday, December 8, 2025
27.1 C
Bhubaneswar

ରାଜ୍ୟରେ ଦିନକରେ ୧୨୧୬ ନୂଆ ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ଦିନକରେ ୧୨୧୬ ନୂଆ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ସଂଗରୋଧରୁ ୭୧୦ ଓ ସ୍ଥାନୀୟ ସଂକ୍ରମିତ ୫୦୬ ଜଣ ରହିଛନ୍ତି । ୧୮ ବର୍ଷରୁ କମ୍‍ ବୟସର ୧୮୭ ଜଣ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି । ଅନୁଗୁଳ ୬, ବାଲେଶ୍ୱର ୨, ବରଗଡ ୨୧, ଭଦ୍ରକ ୬, ବଲାଙ୍ଗିର ୧୪, ବଉଦ ୧, କଟକ ୮୦, ଦେବଗଡ ୮, ଢେଙ୍କାନାଳରେ ୪ ଚିହ୍ନଟ ହୋଇଛନ୍ତି । ଗଜପତି ୧, ଗଞ୍ଜାମ ୯, ଜଗତସିଂହପୁର ୧୩, ଯାଜପୁର ୪୭, ଝାରସୁଗୁଡା ୩୩, କଳାହାଣ୍ଡି ୪, କେନ୍ଦ୍ରାପଡା ୯, କେନ୍ଦୁଝର ୨୫, ଖୋର୍ଦ୍ଧାରେ ୪୫୬ ଜଣଙ୍କୁ ଚିହ୍ନଟ କରାଯାଇଛି । ଏଥିସହିତ କୋରାପୁଟ ୩, ମୟୁରଭଞ୍ଜ ୪୦, ନବରଙ୍ଗରପୁର ୧୩, ନୟାଗଡ ୩, ନୂଆପଡା ୨, ପୁରୀ ୩୦, ରାୟଗଡା ୮, ସମ୍ବଲପୁର ୯୯, ସୋନପୁର ୩, ସୁନ୍ଦରପଡ ୧୬୬ ଓ ଷ୍ଟେଟପୁଲରୁ ୧୧୦ ଚିହ୍ନଟ ହୋଇଛନ୍ତି । ଦିନକ ମଧ୍ୟରେ ୧୨୧ ଜଣ ସୁସ୍ଥ ହୋଇଛନ୍ତି । ସଂପ୍ରତି ରାଜ୍ୟରେ ୩୯୮୧ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି ।

Hot this week

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

Related Articles

Popular Categories