ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

ଶୁକ୍ରବାର ଆସିବ ପାକିସ୍ତାନ ନିର୍ବାଚନ ଫଳାଫଳ..

ଗୁରୁବାର ବ୍ୟାପକ ହିଂସାକାଣ୍ଡ ମଧ୍ୟରେ ହୋଇଥିଲା ମତଦାନ..

ହିଂସାରେ ୧୨ ମୃତ, ୪୦ ଆହତ..

ସର୍ଟର ତାଡି ସୁନା ଅଳଙ୍କାର ଲୁଟ୍‍..

ଭଦ୍ରକ: ମଞ୍ଜୁରୀରୋଡରେ ଥିବା ସୁନା ଦୋକାନରୁ ଲୁଟ୍‍..

ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କର ସହ ନଗଦ ଟଙ୍କା ଲୁଟ୍‍..

ପୁରୀକୁ ଗଲା ପ୍ରଥମ ପର୍ଯ୍ୟାୟ ରଥକାଠ..

ଦଶପଲ୍ଲା ମହାବୀର ମନ୍ଦିରରେ ପୂଜାର୍ଚ୍ଚନା ପରେ ବାହାରିଲା ରଥକାଠ..

ଉତ୍ତରାଖଣ୍ଡ ହଲଦ୍‍ୱାନି ହିଂସା: ୬ମୃତ..

ନୈନିତାଲ ଜିଲା ହଲଦ୍‍ୱାନିରେ ବେଆଇନ ନିର୍ମାଣ ଭଙ୍ଗାକୁ ନେଇ ହିଂସାକାଣ୍ଡ..

ବଲାଙ୍ଗିର: ୬ମାସ ଶିଶୁର ତଣ୍ଟି କାଟି ମା ଫେରାର..

ଖଲିଆପାଲି ଗାଁରେ ଘଟିଛି ଘଟଣା..

ଭୀମଭୋଇ ମେଡିକାଲରେ ଶିଶୁପୁତ୍ର ମୃତ..

ନୂଆପଡା: ସିଆରପିଏଫ-ମାଓବାଦୀ ମୁହାଁମୁହିଁ..

କୁମ୍ବି ଅପରେସନ ବେଳେ ଯବାନଙ୍କ ଉପରକୁ ଗୁଳିମାଡ..

କଟକ: ଡାକ୍ତରଙ୍କ ଘରେ ଚଢଉ କଲା ସ୍ୱାସ୍ଥ୍ୟ ବିଭାଗ..

ଲିଙ୍ଗ ନିରୂପଣ ଅଭିଯୋଗରେ ଚଢଉ..

ବ୍ୟାଗରେ ଟଙ୍କା ଭର୍ତ୍ତି ବ୍ୟାଗ ସହ ରୋଗୀ ଉଦ୍ଧାର..

ଇସ୍ତଫା ଦେଲେ ବିଧାୟକ ପ୍ରେମାନନ୍ଦ ନାୟକ..

ବିଜେଡି ପ୍ରାଥମିକ ପଦରୁ ଇସ୍ତଫା ଦେଲେ ତେଲକୋଇ ବିଧାୟକ..

ନୀଳଗିରି: ୨ ଯୁବକଙ୍କୁ ହତ୍ୟାପରେ ନୀଳହ୍ରଦରେ ଫିଙ୍ଗିଲେ ,ମୃତଦେହ ଉଦ୍ଧାର ; ୬ ଅଟକ

Comments are closed.