ଟ୍ୱିନ୍ ସିଟିକୁ ଆଲର୍ଟ ଜାରି .. ଅସହ୍ୟ ତାତି ପାଇଁ ଆଜି କଟକ ଓ ଭୁବନେଶ୍ୱରରେ ଭୀଷଣ ଗ୍ରୀଷ୍ମ ପ୍ରବାହ ସମ୍ଭାବନା
ଆଗାମୀ ୨ ଦିନ ଯାଏଁ ଉପକୂଳରେ ଗୁଳୁଗୁଳି ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ତାତି ଜାରି ରହିବ..
ରାଜ୍ୟର କିଛି ସ୍ଥାନରେ ଦିନ ତାପମାତ୍ରା ସ୍ୱାଭାବିକ ତୁଳନାରେ ୪ ରୁ ୬ ଡ଼ିଗ୍ରୀ ଅଧିକ ରହିବ : ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର, ଭୁବନେଶ୍ବର..
ଆଜି ସକାଳ ୫ ଟା ୩୦ ସୁଦ୍ଧା ରାଜଧାନୀ ଭୁବନେଶ୍ୱରର ତାପମାତ୍ରା ୩୦ ଡ଼ିଗ୍ରୀ ସେଲସିୟସ.. ୮୮% ଆଦ୍ରତା ରେକର୍ଡ..
ଅସହ୍ୟ ଗରମ ଓ ଗୁଳୁଗୁଳି.. ଆବଶ୍ୟକ ନଥିଲେ ଦିନ ୧୧ଟାରୁ ୩ଟା ଯାଏ ଘରୁ ନ ବାହାରିବାକୁ ପରାମର୍ଶ : ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର, ଭୁବନେଶ୍ବର..
ବାହାନଗା ରେଳ ଦୁର୍ଘଟଣାରକୁ ପୂରିଲା ୧୧ ଦିନ..
ଆଜି ଏକାଦଶାହରେ ବିଶ୍ୱଶାନ୍ତି ମହାଯଜ୍ଞ, ମୃତକଙ୍କ ଆତ୍ମାର ସଦଗତି ପାଇଁ ସର୍ବଧର୍ମ ପ୍ରାର୍ଥନା..
ଆନ୍ଧ୍ରପ୍ରଦେଶରେ ମର୍ମନ୍ତୁଦ ଦୁର୍ଘଟଣା .. ଗୋଟିଏ ପରିବାରର ୬ ମୃତ..



