ଅତି ଭୟଙ୍କର ସାମୁଦ୍ରିକ ଝଡ ରୂପନେଲା ତଉକତେ: ୧୮ରେ ଗୁଜରାଟ ଉପକୂଳ ଅତିକ୍ରମ କରିବ
ନୂଆଦିଲ୍ଲୀ: ଆରବ ସାଗରେ ସୃଷ୍ଟି ହୋଇଥିବା ବାତ୍ୟା ‘ତଉକତେ’ ଅତି ଭୟଙ୍କର ସାମୁଦ୍ରିକ ଝଡ ରୂପ ନେଇଛି। ଏହା ଚଳିତ ମାସ ୧୮ ତାରିଖରେ ଗୁଜରାଟ ଉପକୂଳ ଅତିକ୍ରମ କରିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।…
Read More...
Read More...