କ୍ଷୀର ଗଇଁଠା ପିଠା ରଜର ମଜାକୁ ଦୁଇଗୁଣ କରେ
ଆବଶ୍ୟକ ସାମଗ୍ରୀ
କ୍ଷୀର – ୧ଲିଟର
ଚାଉଳ ଚୁନା – ୨କପ
ଚିନି – ୧କପ
ଗୁଜୁରାତି ଗୁଣ୍ଡ – ୧ଚାମଚ
ଲୁଣ – ସାମାନ୍ୟ
ପ୍ରସ୍ତୁତି ପ୍ରଣାଳୀ - ପ୍ରଥମେ ଗ୍ୟାସ ଲଗାଇ ଏକ କଡ଼େଇ ବସାନ୍ତୁ। କଡ଼େଇ ଗରମ ହୋଇଗଲେ ୨କପ କ୍ଷୀର…
Read More...
Read More...