ଟ୍ରକ ଧକ୍କାରେ ଜଣେ ମୃତ ; ୨ ଗୁରୁତର Samaja Digital (SM) Jul 14, 2021 କୋକସରା : କଳାହାଣ୍ଡି ଜିଲ୍ଲା କୋକସରା କେନାଲ ପୋଲ ନିକଟ ଜାତୀୟ ରାଜପଥ ୨୬ ରେ ଆଜି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଆଜି ଭୋର ସକାଳୁ ଏକ ଦ୍ରୁତ ଗ୍ରାମୀ ମାଲ ବୋଝେଇ ଟ୍ରକ ରାସ୍ତା କଡରେ ଠିଆ ହୋଇଥିବା ୩… Read More...