www.samajalive.in
Monday, December 15, 2025
17.1 C
Bhubaneswar

News_ticker

0
କିସ୍‌ ଛାତ୍ର ମୃତ୍ୟୁ; ରିପୋର୍ଟ ଆସିଲା ପରେ ପଦକ୍ଷେପ ହେବ କହିଲେ OSCPCR, ‘କେନ୍ଦୁଝର ଡିସିପି ୟୁନିଟ୍‌ର ଏକ ଟିମ୍‌ ମୃତ ଛାତ୍ରଙ୍କ ପରିବାର ପାଖକୁ ଯାଇଛି//ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତର ମୃତ୍ୟୁ ଅଭିଯୋଗ//କଟକ ମହାନଦୀ ବିହାରରେ ଯୁବତୀଙ୍କ ଆତ୍ମହତ୍ୟା. ଚାଉଳିଆଗଞ୍ଜ ଥାନା ପୁଲିସର ତନାଘନା//ନକଲି ସିମ୍‌ କାର୍ଡ ବିକ୍ରି ଅଭିଯୋଗରେ ଦୁଇ ଜଣକୁ ଉଠାଇ ନେଲା ଦିଲ୍ଲୀ ପୁଲିସ//ଶ୍ରୀମନ୍ଦିର ସ୍ନାନ ମଣ୍ଡପ ସମ୍ମୁଖ ମେଘନାଦ ପାଚେରିରୁ ଗଳୁଛି ପାଣି//ଆଜି ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଟ୍ୱେଣ୍ଟି-୨୦ର ତୃତୀୟ ମ୍ୟାଚ୍ , ଧର୍ମଶାଳାରେ ଖେଳାଯିବ T-20ର ଅନ୍ୟତମ ଗୁରୁତ୍ୱ ପୂର୍ଣ୍ଣ ମ୍ୟାଚ୍//ମାଲକାନଗିରି ଏମଭି ୨୬ ଗ୍ରାମରେ ଶାନ୍ତି ଫେରିବା ପରେ ବିଏନଏସଏସ ୧୬୩ ଧାରା ଉଚ୍ଛେଦ ହୋଇଛି, ଇଣ୍ଟରନେଟ୍ ସେବାକୁ ସୋମବାର ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ବନ୍ଦ କରାଯାଇଛି//ଭୁବନେଶ୍ୱର: ୧୫୫ଟି ବାର୍ ଉପରେ ଅବକାରୀ ବିଭାଗର ଚଢାଉ, ଅବକାରୀ ଅଧୀକ୍ଷକଙ୍କ ନେତୃତ୍ୱରେ ରାଜଧାନୀରେ ୫ଟି ଟିମ୍‌ର ଚଢାଉ,ଚନ୍ଦ୍ରଶେଖରପୁରର ୨ଟି ସ୍ଥାନରେ ଚଢାଉ ବେଳେ ଅପ୍ରୀତିକର ପରିସ୍ଥିତି//ମାଲକାନଗିରି ଚାଷୀଙ୍କ ଧାନ କିଣା ତାରିଖ ଘୁଞ୍ଚାଇଲା ଜିଲ୍ଲା ପ୍ରଶାସନ, ୧୭ ପରିବର୍ତ୍ତେ ୨୪ ତାରିଖରୁ ଧାନ କିଣା ଯିବ ବୋଲି ଘୋଷଣା//