ହୋଟେଲରୁ ବିରଳ ପାଟ ମୂଷା ଉଦ୍ଧାର Samaja Digital (PM) May 21, 2023 ମୋହନା: ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଲୁହାଗୁଡ଼ି ଛକରେ ରହିଥିବା ହୋଟେଲ ରାଜପୁତରେ ଏକ ବିରଳ ପାଟ ମୂଷାକୁ ପଞ୍ଜୁରୀ ଭିତରେ ବନ୍ଦୀ କରି ରଖାଯାଇଥିଲା । ହୋଟେଲରେ ଖାଇବାକୁ ଆସୁଥିବା ଅତିଥିଙ୍କ ମନୋରଞ୍ଜନ… Read More...