Browsing Tag

odia news

ମା’ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ଦୀପାବଳୀରେ ଏପରି କରନ୍ତୁ ପୂଜାର୍ଚ୍ଚନା

ଦୀପାବଳୀ ପର୍ବକୁ ଆଉ ଅଳ୍ପ ଦିନ ବାକି ରହିଛି। ଏହି ପର୍ବର ପୂର୍ବ ପ୍ରସ୍ତୁତି ବହୁ ଦିନ ପୂର୍ବରୁ ଆରମ୍ଭ ହୋଇଥାଏ। ମାନ୍ୟତା ଅନୁଯାୟୀ, ଦୀପାବଳୀ ଦିନ ଦୀପର ଆଲୋକରେ ମା’ଲକ୍ଷ୍ମୀ ଗୃହରେ ପ୍ରବେଶ କରିଥାଆନ୍ତି। ଯାହାଙ୍କ…
Read More...

ଯବାନଙ୍କ ପାଇଁ ପ୍ରସ୍ତୁତ ୪୦ ହଜାର ସ୍ବଦେଶୀ ବୁଲେଟ୍‌ପ୍ରୁଫ ଜ୍ୟାକେଟ, ଭେଦିବନି ଏକେ-୪୭ ଗୁଳି

ନୂଆଦିଲ୍ଲୀ: ଭାରତୀୟ ସେନା ପାଇଁ ପ୍ରଥମ ଥର ଲାଗି ୪୦ ହଜାର ବୁଲେଟପ୍ରୁଫ୍‌ ଜ୍ୟାକେଟ ପ୍ରସ୍ତୁତ ହୋଇଛି। ଏସବୁ ଭାରତରେ ତିଆରି କରାଯାଇଛି। ଜାମ୍ମୁ-କାଶ୍ମୀରରେ ଆତଙ୍କବାଦୀଙ୍କ ବିରୋଧରେ ହେଉଥିବା ଅପରେଶନରେ ନିୟୋଜିତ…
Read More...

କପି ରୋକିବାକୁ… ମୁଣ୍ଡରେ କାଗଜ ପେଟି ଗଳାଇ ପରୀକ୍ଷା​‌ ଦେଲେ ଛାତ୍ରଛାତ୍ରୀ, ଭିଡିଓ ଭାଇରାଲ

ବେଙ୍ଗାଲୁରୁ: ପରୀକ୍ଷାରେ କପି ରୋକିବାକୁ ସରକାର ହଲ୍‌ରେ ସିସିଟିଭି କ୍ୟାମେରା ଲଗାଇବାଠାରୁ ଆରମ୍ଭ କରି ଯାଞ୍ଚ ବ୍ୟବସ୍ଥାକୁ କଡ଼ାକଡ଼ି ମଧ୍ୟ କରୁଛନ୍ତି। କିନ୍ତୁ କର୍ଣ୍ଣାଟକରେ କପି ରୋକିବାକୁ କଲେଜ କର୍ତ୍ତୃପକ୍ଷ ଏକ…
Read More...

ବୁଲା କୁକୁର ଆକ୍ରମଣରେ ଶିଶୁ ଆହତ

କଳାହାଣ୍ଡି: ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ବୃନ୍ଦାବାହାଲ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ବୁଲା କୁକୁର ଆକ୍ରମଣରେ ୧୦ ମାସର ଶିଶୁ ଆହତ ହୋଇଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ, ବୃନ୍ଦାବାହାଲ ଗ୍ରାମରେ…
Read More...

କେବଳ ସୁନା-ଚାନ୍ଦି ନୁହେଁ ଧନତେରସ ଦିନ କିଣନ୍ତୁ ଝାଡ଼ୁ , ଜାଣନ୍ତୁ ଏହାର ବିଶେଷ ମହତ୍ତ୍ୱ

ଆଉ ଅଳ୍ପ ଦିନ ବାକି ରହିଲା ଧନତେରସ। ଏହି ଦିନ ସୁନା-ଚାନ୍ଦି, ବାସନକୁସନ ଆଦି କିଣିବାର ବିଧାନ ରହିଛି। ମାତ୍ର ଏହି ଦିନ ଆଉ ଏକ ଜିନିଷ ନିଶ୍ଚୟ କିଣିବା ଉଚିତ। ତାହା ହୁଏତ ସଭିଏଁ ଜାଣି ନଥିବେ। ଜିନିଷଟି ହେଉଛି ଝାଡ଼ୁ।…
Read More...

ଦିବା ପହୁଡ଼ ନୀତି ଯୋଗୁଁ ଶ୍ରୀଜିଉଙ୍କ ୨ ଘଣ୍ଟା ଦର୍ଶନ ବନ୍ଦ

ପୁରୀ: ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦିବା ପହୁଡ଼ ନୀତି ଯୋଗୁଁ ପ୍ରାୟ ୨ଘଣ୍ଟା ଦର୍ଶନ ବନ୍ଦ ରହିବ। ଏହି ନୀତି ପାଇଁ ଭକ୍ତମାନେ ଅପରାହ୍ନ ୪ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଶ୍ରୀଜିଉଙ୍କୁ ଦର୍ଶନ କରି ପାରିବେ ନାହିଁ। ଏନେଇ…
Read More...

ପଞ୍ଚାୟତ କାର୍ଯ୍ୟାଳୟର ମୁଖ୍ୟ କିରାଣୀଙ୍କ ଘରେ ଭିଜିଲାନ୍ସ ଚଢାଉ

ଝାରସୁଗୁଡା: ଝାରସୁଗୁଡା ଜ଼ିଲ୍ଲା ପଞ୍ଚାୟତ କାର୍ଯ୍ୟାଳୟର ମୁଖ୍ୟ କିରାଣୀ ବେଣୁଧର ଚାନ୍ଦଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି। ଆୟବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ଝାରସୁଗୁଡା ସହର ବଢ଼େମୁଣ୍ଡା ସ୍ଥିତ ଥିବା ବାସଭବନରେ…
Read More...

ଜାତୀୟ ରାଜପଥର ମରାମତି ଦାବିରେ ବିଜେଡିର ରାସ୍ତାରୋକ

ଅନୁଗୁଳ: ସଂସଦୀୟ କ୍ଷେତ୍ରର ସବୁ ଜାତୀୟ ରାଜପଥ ମରାମତି ତଥା ସଂପ୍ରସାରଣ ଦାବି କରି ବିଜେଡି ଶନିବାର ବିଭିନ୍ନ ସ୍ଥାନ​ରେ ରାସ୍ତାରୋକ କରିଛି। ଅନୁଗୁଳ ଦେଇ ଯାଇଥିବା ୫୫ ନମ୍ବର ଜାତୀୟ ରାଜପଥର ମରାମତି ଦାବିରେ ଜିଲା…
Read More...

ଅଧ୍ୟାପକଙ୍କ ବଦଳିକୁ ବିରୋଧ କରି ଆନ୍ଦୋଳନକୁ ଓହ୍ଲାଇଲେ ଜିଏମ୍ କଲେଜ ଛାତ୍ରଛାତ୍ରୀ

ସମ୍ବଲପୁର: ଆଠ ଜଣ ଅଧ୍ୟାପକଙ୍କ ବଦଳିକୁ ବରୋଧ କରି ଗଙ୍ଗାଧର ମେହେର ଜୁନିୟର କଲେଜରେ ଛାତ୍ରଛାତ୍ରୀମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି। ଶହ ଶହ ଛାତ୍ରଛାତ୍ରୀ ସହରର ମୁଖ୍ୟ ପ୍ରବେଶ ପଥ ଜିଏମ୍ ଛକ ନିକଟରେ ଏକତ୍ରିତ ହୋଇ…
Read More...

ଜାଣନ୍ତୁ କେଉଁ ଖାଦ୍ୟ ସାମଗ୍ରୀକୁ କେତେ ଦିନ ଯାଏଁ ଫ୍ରିଜରେ ରଖିବା ଉଚିତ

ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନରେ ଅଧିକାଂଶ ଲୋକେ ବଳକା ଖାଦ୍ୟ ଓ ଅନ୍ୟାନ୍ୟ ବହୁ ଖାଦ୍ୟ ସାମଗ୍ରୀକୁ ଅଧିକ ଦିନ ଯାଏଁ ଫ୍ରିଜରେ ରଖି ଦେଇଥାଆନ୍ତି। ମାତ୍ର କେଉଁ ଖାଦ୍ୟ ସାମଗ୍ରୀକୁ କେତେ ଦିନ ଯାଏଁ ଫ୍ରିଜରେ ରଖିବା…
Read More...