Browsing Tag

odia news

୧୩ରୁ ଷୋଡ଼ଶ ବିଧାନସଭାର ଦ୍ବିତୀୟ ଅଧିବେଶନ

ଭୁବନେଶ୍ୱର: ଷୋଡ଼ଶ ବିଧାନସଭାର ଦ୍ବିତୀୟ ଅଧିବେଶନ ଚଳିତ ମାସ ୧୩ରୁ ଆରମ୍ଭ ହେଉଛି। ଏହା ଆସନ୍ତା ଡିସେମ୍ବର ୧୯ ପର୍ଯ୍ୟନ୍ତ ଚାଲିବ। ପ୍ରାୟ ୩୦ଟି କାର୍ଯ୍ୟଦିବସ ଥିବା ଏହି ଅଧିବେଶନ କାଳରେ କୌଣସି ଅଧିକାରୀ ଯେପରି…
Read More...

ଅଲିମ୍ପିକ୍‌ସ ଯୋଗ୍ୟତା ହକି : ଭାରତୀୟ ପୁରୁଷ ଦଳକୁ ମିଳିଲା ଟୋକିଓ ଅଲିମ୍ପିକ୍‌ସ ଟିକଟ

ଭୁବନେଶ୍ୱର : ଭାରତୀୟ ପୁରୁଷ ହକି ଦଳ ଶନିବାର ସନ୍ଧ୍ୟାରେ ଟୋକିଓ ଅଲମ୍ପିକ-୨୦୨୦ ପାଇଁ ଯୋଗ୍ୟତା ହାସଲ କରିଛି। ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମରେ ରୁଷିଆ ବିପକ୍ଷରେ ଲଗାତର ଦ୍ବିତୀୟ ବିଜୟ ସହ ଭାରତୀୟ ପୁରୁଷ ହକି ଦଳକୁ…
Read More...

ଟ୍ରାକ୍ଟର ଓଲଟି ୬ଗୁରୁତର, ୧୮ଆହତ

ମୋହନା : ଗଜପତି ଜିଲା ଡରାବ ନିକଟ ଶଗଡ଼ିଆ ଆମ୍ବଘାଟିରେ ଶନିବାର ଏକ ଟ୍ରାକ୍ଟର ଭାରସାମ୍ୟ ହରାଇ ଓଲଟି ପଡ଼ିଥିବା ଜଣାପଡିଛି ଯାହାଫଳରେ ଟ୍ରାକ୍ଟରରେ ଥିବା ୬ଜଣ ଶ୍ରମିକ ଗୁରୁତର ହୋଇଥିବାବେଳେ ୧୮ଜଣ ଆହତ ହୋଇଛନ୍ତିଫଫ…
Read More...

ଅଲିମ୍ପିକ୍‌ସ ଯୋଗ୍ୟତା ହକି : ଭାରତୀୟ ମହିଳା ଦଳକୁ ମିଳିଲା ଟୋକିଓ ଅଲିମ୍ପିକ୍‌ସ-୨୦୨୦ ଟିକଟ

ଭୁବନେଶ୍ୱର : ଭାରତୀୟ ମହିଳା ହକି ଦଳ ଶନିବାର ଟୋକିଓ ଅଲମ୍ପିକ-୨୦୨୦ ପାଇଁ ଯୋଗ୍ୟତା ହାସଲ କରିଛି। ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମରେ ଦ୍ବିତୀୟ ମ୍ୟାଚରେ ଆମେରିକା ଠାରୁ ପରାଜିତ ହେବାସତ୍ତ୍ବେ ମଧ୍ୟ ଭାରତୀୟ ମହିଳା…
Read More...

ଦୁର୍ନୀତି ଓ ଯୌନ ନିର୍ଯାତନା ଅଭିଯୋଗରେ ଡିଏଫଓ ନିଲମ୍ବିତ

ରାୟଗଡ଼ା : ଦୁର୍ନୀତି, ଅନିୟମିତତା ଓ ଯୌନ ନିର୍ଯାତନା ଅଭିଯୋଗରେ ଶନିବାର ରାୟଗଡ଼ା ଜିଲା ବନ ଅଧିକାରୀ( ଡିଏଫଓ) ଦେବାର୍ଚ୍ଚନ ବେହେରାଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଥିବା ଜଣାପଡିଛି। ତାଙ୍କ ନାମରେ ସରକାରୀ କୋଠା,…
Read More...

ବଲ ଟ୍ୟାମ୍ପରିଂ ପାଇଁ ଦଣ୍ଡିତ ହେଲେ ପାକ୍ କ୍ରିକେଟର ଅହମ୍ମଦ ଶେହଜାଦ

ଇସଲାମାବାଦ : ପାକିସ୍ତାନ କ୍ରିକେଟ ଦଳର ଓପନିଂ ବ୍ୟାଟ୍ସମ୍ୟାନ୍ ଅହମ୍ମଦ ଶେହଜାଦ ଶନିବାର ବଲ ଟ୍ୟାମ୍ପରିଂ ପାଇଁ ଦଣ୍ଡିତ ହୋଇଥିବା ଜଣାପଡିଛି। ଘରୋଇ ଟୁର୍ଣ୍ଣାମେଣ୍ଟରେ ବଲ ଟ୍ୟାମ୍ପରିଂ କରୁଥିବା କାରଣରୁ ଶେହେଜାଦଙ୍କୁ…
Read More...

ମହଙ୍ଗା ପଡ଼ିଲା ହନୁମାନ ବେଶରେ ଭିକ ମଗା : ମୁସଲମାନ ଯୁବକକୁ ଗିରଫ କଲା ପୁଲିସ

ବରେଲୀ : ଉତ୍ତରପ୍ରଦେଶର ବରେଲୀରେ ଜଣେ ମୁସଲମାନ ଯୁବକ ହନୁମାନଙ୍କ ବେଶରେ ଭିକ ମାଗୁଥିବା ବେଳେ ପୁଲିସ ହାତରେ ଧରାପଡ଼ିଛି। ମିଳିଥିବା ସୂଚନା ଅନୁସାରେ, ମୁରାଦାବାଦ ନିବାସୀ ନସୀମ ହନୁମାନ ବେଶ ଧରି ସୁଭାଷନଗରର…
Read More...

ଆସନ୍ତାକାଲି ଭାରତ ଓ ବାଂଲାଦେଶ ପ୍ରଥମ ଟ୍ବେଣ୍ଟି-୨୦

ନୂଆଦିଲ୍ଲୀ : ଆସନ୍ତାକାଲି ରବିବାର ଦିଲ୍ଲୀର ଅରୁଣ ଜେଟଲୀ କ୍ରିକେଟ ଷ୍ଟାଡିୟମରେ ସନ୍ଧ୍ୟା ୭ଟା ସମୟରେ ଭାରତ ଓ ବାଂଲାଦେଶ ମଧ୍ୟରେ ପ୍ରଥମ ଟ୍ବେଣ୍ଟି-୨୦ ମ୍ୟାଚ ଖେଳାଯିବ। ଭାରତ ଗସ୍ତରେ ଆସିଥିବା ବାଂଲାଦେଶ ଦଳ…
Read More...

ସ୍କୁଟିକୁ ଧକ୍କା ଦେଲା ଟ୍ରକ୍; ଜଣେ ମୃତ ଓ ଜଣେ ଗୁରୁତର

ଯାଜପୁର: ୧୬ ନମ୍ବର ଜାତୀୟ ରାଜପଥ ପାଣିକୋଇଲି ଥାନା ଟିକର ହାଟସାହୀ ଛକ ନିକଟରେ ଏକ ସ୍କୁଟିକୁ ଏକ ଟ୍ରକ୍ ଧକ୍କା ଦେଇଛି। ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି। ମୃତକ ହେଲେ…
Read More...

ଜିଲାପରିଷଦ ସଦସ୍ୟ ପଦବୀ ପାଇଁ ନାମାଙ୍କନ ପତ୍ର ଦାଖଲ

ଯାଜପୁର: ଯାଜପୁର ସୁକିନ୍ଦା ନିର୍ବାଚନୀ ମଣ୍ଡଳୀର ୮ ନଂ ଜୋନ ଜିଲାପରିଷଦ ସଦସ୍ୟ ପଦବୀ ପାଇଁ ଆସନ୍ତା ୨୭ ତାରିଖ ଦିନ ଉପନିର୍ବାଚନ ଅନୁଷ୍ଠିତ ହେବ। ଏଥିପାଇଁ ଶନିବାର ବିଜେପି ପ୍ରାର୍ଥୀ ଭାବେ ପ୍ରତାପ କୁମାର ଧୀର ଓ…
Read More...