ଶନିଙ୍କ ଉପରେ ପଡିବ ସୂର୍ଯ୍ୟଙ୍କ ଦୃଷ୍ଟି: ଏହି ୩ ରାଶି ହେବେ ଭାଗ୍ୟଶାଳୀ, କଣିବେ ନୂଆ ଗାଡି, ଘର..

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସେପ୍ଟେମ୍ବର ୨୭ରେ କର୍ମଫଳଦାତା ଶନିଙ୍କ ଉପରେ ସୂର୍ଯ୍ୟଙ୍କ ଦୃଷ୍ଟି ପଡିବାକୁ ଯାଉଛି । ଏହାର ଉଭୟ ଶୁଭ ଓ ଅଶୁଭ ପ୍ରଭାବ ସମସ୍ତ ୧୨ ରାଶି ଉପରେ ପଡିବ । ମାତ୍ର ଏହି ଦୃଷ୍ଟି କାରଣରୁ କିଛି ରାଶିଙ୍କ ଭାଗ୍ୟରେ ଶୁଭ ପରିବର୍ତ୍ତନ ହେବ । ଗ୍ରହଙ୍କ ରାଜା ସୂର୍ଯ୍ୟଙ୍କ ଦୃଷ୍ଟି ଶନିଙ୍କ ଉପରେ ପଡିବା ପରେ ୩ ଭାଗ୍ୟଶାଳୀ ରାଶିଙ୍କୁ ମାନ-ସମ୍ମାନ ସହ ଆର୍ଥିକ କ୍ଷେତ୍ରରେ ଖୁବ୍‌ ଲାଭବାନ୍‌ ହେବେ । … Continue reading ଶନିଙ୍କ ଉପରେ ପଡିବ ସୂର୍ଯ୍ୟଙ୍କ ଦୃଷ୍ଟି: ଏହି ୩ ରାଶି ହେବେ ଭାଗ୍ୟଶାଳୀ, କଣିବେ ନୂଆ ଗାଡି, ଘର..