୯୫ ବର୍ଷ ପରେ ରାକ୍ଷୀ ପୂର୍ଣ୍ଣିମାରେ ଦୁର୍ଲ୍ଲଭ ସଂଯୋଗ: ଏହି ରାଶି କିଣିବେ ଘର,ଗାଡି, ହେବେ ହଠାତ୍‌ ଧନୀ, ଦୂର ହେବ ବିବାହ ସମସ୍ୟା..

ଚଳିତ ବର୍ଷ ୯ ଅଗଷ୍ଟ ୨୦୨୫ ଅର୍ଥାତ୍‌ ଶନିବାର ପାଳନ କରାଯାଉଛି ପବିତ୍ର ରାକ୍ଷୀ ପୂର୍ଣ୍ଣିମା । ରାକ୍ଷୀ ପୂର୍ଣ୍ଣିମା ଶ୍ରାବଣ ମାସର ଶୁକ୍ଳପକ୍ଷର ପୂର୍ଣ୍ଣିମା ତିଥିରେ ପାଳନ କରାଯାଉଛି । ଏହି ଦିନଟି ଭାଇ-ଭଉଣୀଙ୍କ ଅତୁଟ ପ୍ରେମ ଓ ବନ୍ଧନର ପ୍ରତୀକ ବୋଲି କୁହାଯାଏ । ଜ୍ୟୋତିର୍ବିଦ୍‌ଙ୍କ ମତାନୁସାରେ ଚଳିତ ବର୍ଷର ରାକ୍ଷୀ ପୂର୍ଣ୍ଣିମା ଖୁବ୍‌ ଖାସ୍‌ । କାରଣ ପ୍ରାୟ ୯୫ ବର୍ଷ ପରେ ଏଥର ରାକ୍ଷୀ ପୂର୍ଣ୍ଣିମାରେ ଗ୍ରହଙ୍କ ବିଶେଷ ସଂଯୋଗ ହେବାକୁ … Continue reading ୯୫ ବର୍ଷ ପରେ ରାକ୍ଷୀ ପୂର୍ଣ୍ଣିମାରେ ଦୁର୍ଲ୍ଲଭ ସଂଯୋଗ: ଏହି ରାଶି କିଣିବେ ଘର,ଗାଡି, ହେବେ ହଠାତ୍‌ ଧନୀ, ଦୂର ହେବ ବିବାହ ସମସ୍ୟା..