ଆଉ ମାତ୍ର ୨୪ ଘଣ୍ଟାର ଅପେକ୍ଷା: ଅଦ୍ଭୁତ ତ୍ରିଗ୍ରହୀ ଯୋଗ, ଏହି ରାଶି ହଠାତ୍‌ ହେବେ ମାଲାମାଲ୍‌, ମିଳିବ ବଡ ସଫଳତା, କିଣିବେ ଘର, ଗାଡି..

ଜୁନ୍‌ ୬ରେ ନିର୍ଜଳା ଏକାଦଶୀ ଦିନ ବୁଧ ଗ୍ରହ ଚଳନ କରିବାକୁ ଯାଉଛନ୍ତି । ବୁଧଙ୍କ ଚଳନ ପରେ ଅଦ୍ଭୁତ ତ୍ରିଗ୍ରହୀ ଯୋଗ ସୃଷ୍ଟି ହେବାକୁ ଯାଉଛି । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଧନ, ବ୍ୟବସାୟ, ବାଣୀ, ବୁଦ୍ଧିର କାରକ ବୁଧ ଚଳନ କରିବେ । ମିଥୁନ ରାଶିର ସ୍ୱାମୀ ବୁଧ ଗ୍ରହ ଓ ବୁଧ ଚଳନ ମିଥୁନ ରାଶିରେ ହିଁ ହେବାକୁ ଯାଉଛି । ବୁଧ ମିଥୁନ ରାଶିରେ ଚଳନ କରିବା ପରେ ତ୍ରିଗ୍ରହୀ ଯୋଗ … Continue reading ଆଉ ମାତ୍ର ୨୪ ଘଣ୍ଟାର ଅପେକ୍ଷା: ଅଦ୍ଭୁତ ତ୍ରିଗ୍ରହୀ ଯୋଗ, ଏହି ରାଶି ହଠାତ୍‌ ହେବେ ମାଲାମାଲ୍‌, ମିଳିବ ବଡ ସଫଳତା, କିଣିବେ ଘର, ଗାଡି..