୧୦୦ ବର୍ଷ ପରେ.. ଏଥର ହନୁମାନ ଜୟନ୍ତୀରେ ଅଦ୍ଭୁତ ଓ ଦୁର୍ଲ୍ଲଭ ସଂଯୋଗ, ଏହି ରାଶି ହେବେ ମାଲାମାଲ୍‌, କିଣିବେ ଭୂମି, ହେବ ବିବାହ, ମିଳିବ ଚାକିରି, ରହିବନି ଚିନ୍ତା..

ଶନିବାର ୧୨ ଏପ୍ରିଲ ୨୦୨୫ରେ ଚଳିତ ବର୍ଷର ହନୁମାନ ଜୟନ୍ତୀକୁ ଖୁବ୍‌ ଖାସ୍‌ ହେବାକୁ ଯାଉଛି । ଶାସ୍ତ୍ର ଅନୁସାରେ ଚୈତ୍ର ଶୁକ୍ଳପକ୍ଷର ପୂର୍ଣ୍ଣିମା ତିଥିରେ ହନୁମାନ ଜୟନ୍ତୀ ପାଳନ କରାଯାଏ । ମାନ୍ୟତା ଅନୁଯାୟୀ, ଏହି ଦିନ ବ୍ରତ ଓ ଉପବାସ କରିବା ଦ୍ୱାରା ଶୀଘ୍ର ସମସ୍ତ ମନସ୍କାମନା ପୂରଣ ହୋଇଥାଏ । ଦୀର୍ଘ ୧୦୦ ବର୍ଷ ପରେ ଚଳିତ ବର୍ଷ ଅଦ୍ଭୁତ ଓ ଦୁର୍ଲ୍ଲଭ ଗ୍ରହ ଯୋଗରେ ହନୁମାନ ଜୟନ୍ତୀ ପାଳନ ହେବାକୁ ଯାଉଛି … Continue reading ୧୦୦ ବର୍ଷ ପରେ.. ଏଥର ହନୁମାନ ଜୟନ୍ତୀରେ ଅଦ୍ଭୁତ ଓ ଦୁର୍ଲ୍ଲଭ ସଂଯୋଗ, ଏହି ରାଶି ହେବେ ମାଲାମାଲ୍‌, କିଣିବେ ଭୂମି, ହେବ ବିବାହ, ମିଳିବ ଚାକିରି, ରହିବନି ଚିନ୍ତା..