କେବେ ଏମିତି ଚିଙ୍ଗୁଡି ପ୍ରସ୍ତୁତ କରିଛନ୍ତି କି?
ଆବଶ୍ୟକ ସାମଗ୍ରୀ: ଚୋପା ଛଡ଼ା ହୋଇଥିବା ଚିଙ୍ଗୁଡ଼ି- ୨୦ରୁ ୨୫ଟି କ୍ରିମ୍- ୨କପ୍ ପିଆଜ- ୨ଟି ଟମାଟୋ- ୩ଟି ହଳଦି- ୧ଚାମଚ ଲେମ୍ବୁ ଲୁଣ- ୧ଚାମଚ ଲଙ୍କା ଗୁଣ୍ଡ-୧ଚାମଚ ଅଦା ରସୁଣ ପେଷ୍ଟ- ୧କପ୍ ଦହି- ୨କପ୍ ଜିରା- ୧ଚାମଚ ଗରମ ମସଲା- ୨ଚାମଚ ତେଲ- ୧ଚାମଚ ଘିଅ- ୧ଚାମଚ ପ୍ରସ୍ତୁତି ପ୍ରଣାଳୀ: ଗୋଟିଏ ପାତ୍ରରେ ଅଦା,ରସୁଣ ପେଷ୍ଟ,ଲଙ୍କା ଗୁଣ୍ଡ,ଲେମ୍ବୁ ରସ ଓ ଲୁଣ ମିଶାଇ ରଖି ଦିଅନ୍ତୁ । ସେଥିରେ ଚିଙ୍ଗୁଡ଼ିକୁ ଗୋଳାଇ ୧୫ରୁ ୨୦ … Continue reading କେବେ ଏମିତି ଚିଙ୍ଗୁଡି ପ୍ରସ୍ତୁତ କରିଛନ୍ତି କି?
Copy and paste this URL into your WordPress site to embed
Copy and paste this code into your site to embed