ଆବଶ୍ୟକୀୟ ସାମଗ୍ରୀ ସିଝା ଆଳୁ- ୪ଟା ଘିଅ- ୪ ଚାମଚ ଚିନି- ୧ କପ୍ ଗୁଜୁରାତି ଅଳ୍ପ ଏବଂ ଡ୍ରାଏ ଫୁଡ (କାଜୁ, କିସମିସ୍, ବାଦାମ) ପ୍ରସ୍ତୁତି ପ୍ରଣାଳୀ ପ୍ରଥମେ ଗ୍ୟାସ ଲଗାଇ ଆଳୁକୁ ପ୍ରେସରରେ ସିଝାଇ ଦିଅନ୍ତୁ। ପରେ ଆଳୁର ଚୋପା ଛଡାଇ ଭଲ ଭାବରେ ଚକଟି ରଖନ୍ତୁ। ଚିନି ଓ ଗୁଜୁରାତିକୁ ଗ୍ରାଇଣ୍ଡିଂ କରି ଦିଅନ୍ତୁ। ତା ପରେ କଡେଇ ଗରମ କରି ସେଥିରେ ୪ ଚାମଚ ଘିଅ ପକାନ୍ତୁ। ଘିଅ ଗରମ କରି … Continue reading ଖାଇଛନ୍ତି କି ଆଳୁ ହାଲୁଆ
Copy and paste this URL into your WordPress site to embed
Copy and paste this code into your site to embed