ପିଲାଙ୍କୁ ଫୋନ୍‌‌ ଦେବା ପୂର୍ବରୁ ସାବଧାନ! ଏହି ଉପାୟ ଆପଣାନ୍ତୁ ୟୁଟ୍ୟୁବରେ ଦେଖିବେନି ଖରାପ ଭିଡ଼ିଓ

ସମାଜ ଡିଜିଟାଲ ଡେସ୍କ: ବର୍ତ୍ତମାନ ଯୁଗରେ ୟୁଟ୍ୟୁବ ପାଇଁ ସମସ୍ତେ ପାଗଳ। ମନୋରଞ୍ଜନ ପାଇଁ ଏହି ଆପ୍‌‌ ଏକ ପ୍ରମୁଖ ମାଧ୍ୟମ ସାଜିଛି। କାରଣ ନିଜର ପସନ୍ଦ ଅନୁଯାୟୀ ଅନେକ ପ୍ରକାରର ବିଷୟବସ୍ତୁ ଉପରେ ଖୁବ ସହଜରେ ଭିଡ଼ିଓ ୟୁଟ୍ୟୁବରେ ଉପଲବ୍ଧ ହେଉଛି। ତେଣୁ ଏହି ଆପ୍‌‌ କୁ ଯୁବପୀଢିଙ୍କ ଠାରୁ ଆରମ୍ଭ କରି ବୟସ୍କ ଏବଂ ଛୋଟପିଲା ମାନେ ମଧ୍ୟ ଖୁବ ପସନ୍ଦ କରୁଛନ୍ତି। ଆମ ଦେଶରେ କୋଟି କୋଟି ଲୋକ ପ୍ରତ୍ୟେକ ଦିନ ୟୁଟ୍ୟୁବ … Continue reading ପିଲାଙ୍କୁ ଫୋନ୍‌‌ ଦେବା ପୂର୍ବରୁ ସାବଧାନ! ଏହି ଉପାୟ ଆପଣାନ୍ତୁ ୟୁଟ୍ୟୁବରେ ଦେଖିବେନି ଖରାପ ଭିଡ଼ିଓ