ଗୁଳିମାଡରେ ଯୁବକ ମୃତ

କବିସୂର୍ଯ୍ୟନଗର : କବିସୂର୍ଯ୍ୟନଗର ଜଟେଶ୍ବର ପୋଖରୀ ନିକଟରେ ଗୁଳିକାଣ୍ଡ ଘଟିଛି । ପୋଖରୀ ନିକଟସ୍ଥ ମଣ୍ଡପରେ ଜଣେ ଯୁବକଙ୍କୁ ଗୁଳି କରି ହତ୍ୟା କରାଯାଇଛି । ମୃତ ଯୁବକ ଏନଏସି ନଈସାହିର ତ୍ରିନାଥ ମଲ୍ଲିକ ବୋଲି ଜଣାପଡିଛି । ସେ ମଣ୍ଡପରେ ବସିଥିବା ସମୟରେ ତାଙ୍କ ମୁଣ୍ଡରେ ୨ ରାଉଣ୍ଡ ଗୁଳି ବାଜିଥିଲା । ଏଥିରେ ସେ ମୃତ୍ୟୁବରଣ କରିଛନ୍ତି । ତେବେ କିଏ ଓ କାହିଁକି ତାଙ୍କୁ ଗୁଳି କରି ହତ୍ୟା କଲା ସେନେଇ କିଛି … Continue reading ଗୁଳିମାଡରେ ଯୁବକ ମୃତ