‘ଯୋଦ୍ଧା’ ବକ୍ସ ଅଫିସ ରିପୋର୍ଟ; ୨ୟ ଦିନରେ ବଢିଲା ଆୟ

ମୁମ୍ବଇ: ପ୍ରାୟ ଦୁଇ ବର୍ଷ ପରେ ‘ଯୋଦ୍ଧା’ ସହ ପରଦାକୁ ଫେରିଛନ୍ତି ସିଦ୍ଧାର୍ଥ ମାଲହୋତ୍ରା। ଅଭିନେତାଙ୍କ ଶେଷ ଚଳଚ୍ଚିତ୍ର ଥିଲା ‘ଥ୍ୟାଙ୍କ୍‌ ଗଡ୍‌’, ଯାହା ଫ୍ଲପ୍ ହୋଇଥିଲା। କିନ୍ତୁ ଏବେ ‘ଯୋଦ୍ଧା’କୁ ନେଇ ପ୍ରଶଂସକଙ୍କ ଆଶା ବଢିଛି। କାରଣ ଏଥିରେ ସେ ‘ଶେରଶାହ’ ଅବତାରରେ ନଜର ଆସିଛନ୍ତି, ଯାହା ପାଇଁ କି ସେ ଜଣାଶୁଣା। ତେବେ ପ୍ରଥମ ଦିନରେ ‘ଯୋଦ୍ଧା’ ବକ୍ସ ଅଫିସ୍‌ରେ ଏତେଟା କମାଲ୍‌ ଦେଖାଇ ପାରିନଥିଲା। କିନ୍ତୁ ଦ୍ୱିତୀୟ ଦିନରେ ଏହାର ଆୟରେ ବୃଦ୍ଧି … Continue reading ‘ଯୋଦ୍ଧା’ ବକ୍ସ ଅଫିସ ରିପୋର୍ଟ; ୨ୟ ଦିନରେ ବଢିଲା ଆୟ