‘ଜବରା ଫ୍ୟାନ୍’ ଗୀତ ପାଇଁ ୟଶରାଜ ଫିଲ୍ମସ ଦେବ ନାହିଁ କ୍ଷତିପୂରଣ – ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ଡେସ୍କ: ବଲିଉଡ୍ ଚଳଚ୍ଚିତ୍ର ‘ଫ୍ୟାନ୍’ରେ ଏକ ଗୀତ ବାଦ୍ ପଡ଼ିବାରୁ ଅସନ୍ତୁଷ୍ଟ ଜଣେ ଉପଭୋକ୍ତାଙ୍କୁ କ୍ଷତିପୂରଣ ବାବଦରେ ୧୦ ହଜାର ଟଙ୍କା ସହ ମୁକଦ୍ଦମା ଖର୍ଚ୍ଚ ଦେବାକୁ ଜାତୀୟ ଖାଉଟି ବିବାଦ ନିବାରଣ ଆୟୋଗ ଦେଇଥିବା ନିର୍ଦ୍ଦେଶ ବିରୋଧରେ ୟଶରାଜ ଫିଲ୍ମସ୍ ପକ୍ଷରୁ ଦାଖଲ ହୋଇଥିବା ଆବେଦନକୁ ସୁପ୍ରିମକୋର୍ଟ ସୋମବାର ଖାରଜ କରିଛନ୍ତି। ବିଦେଶରେ ନିଷିଦ୍ଧ ପରେ ଚେତା ପଶିଲା, ସାରା ଦେଶରେ ହେବ ମସଲା ଓ ଶିଶୁ ଖାଦ୍ୟର ପରୀକ୍ଷା ଜଷ୍ଟିସ ପିଏସ୍ ନରସିଂହ ଓ … Continue reading ‘ଜବରା ଫ୍ୟାନ୍’ ଗୀତ ପାଇଁ ୟଶରାଜ ଫିଲ୍ମସ ଦେବ ନାହିଁ କ୍ଷତିପୂରଣ – ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ