୨୩ ଲକ୍ଷ ଟଙ୍କାରେ ବିକ୍ରି ହେଲା ଏହି ପର, ଜାଣନ୍ତୁ କାରଣ

ନୂଆଦିଲ୍ଲୀ : କୌଣସି ପକ୍ଷୀର ପର ସୁନାଠୁ ମଧ୍ୟ ଅଧିକ ଦାମ୍ ହୋଇପାରେ ବୋଲି ଆପଣ କେବେ ଚିନ୍ତା କରିଛନ୍ତି କି ? ଯଦି ଆପଣଙ୍କ ଉତ୍ତର ନା, ତେବେ ଆପଣ ଭୁଲ୍ ଭାବୁଛନ୍ତି । ସାମାଜିକ ଗଣମାଧ୍ୟମରେ ଏମିତି ଏକ ପର ଏବେ ଲୋକଙ୍କ ଧ୍ୟାନ ଆକର୍ଷଣ କରୁଛି । ଆଶ୍ଚର୍ଯ୍ୟର କଥା ହେଉଛି ଏହି ପରର ଦାମ୍ ୨୩ ଲକ୍ଷ ଟଙ୍କା । ନିକଟରେ ନ୍ୟୁଜିଲାଣ୍ଡର ବିରଳ ହୁଇୟା ପକ୍ଷୀର ଏକ ପର ୨୮ … Continue reading ୨୩ ଲକ୍ଷ ଟଙ୍କାରେ ବିକ୍ରି ହେଲା ଏହି ପର, ଜାଣନ୍ତୁ କାରଣ