ଭୁବନେଶ୍ୱର : ପ୍ରତିଟି ଜୀବନ ମୂଲ୍ୟବାନ। ଏହି ଉକ୍ତିକୁ ଆଧାର କରି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଅନେକ ପଦକ୍ଷେପ ଗ୍ରହଣ କରାଯାଉଛି। ତମାଖୁ ବର୍ଜନ ଓ ସଚେତନତା କ୍ଷେତ୍ରେର ମଧ୍ୟ ଅନେକ କାର୍ଯ୍ୟପନ୍ଥା ଗ୍ରହଣ କରାଯାଇଛି। ହେଲେ ଏସବୁ ଏବେ ଶିଥିଳ ପଡ଼ିଯାଇଛି। ରାତି ପାହିଲେ ବିଶ୍ବ ପାଳିବ ତମାଖୁ ନିଷେଧ ଦିବସ। ସରକାରୀ ଅନୁଷ୍ଠାନରୁ ଆରମ୍ଭ କରି ସ୍ବେଚ୍ଛାସେବୀ ସଂସ୍ଥା, ସଙ୍ଗଠନ ସଚେତନତା ବାର୍ତ୍ତା ପ୍ରଦାନ କରିବେ। ହେଲେ ଏସବୁ କାର୍ୟ୍ୟକ୍ରମ ଗୋଟିଏ ଦିନରେ ହିଁ … Continue reading ତମାଖୁ ମୁକ୍ତ ଗାଁ ଅଭିଯାନ ବାଟବଣା
Copy and paste this URL into your WordPress site to embed
Copy and paste this code into your site to embed