ନବୀନ ସୂତ୍ର, ନିର୍ବାଚିତ ହେବା ଦିନ ଠାରୁ କଠିନ ପରିଶ୍ରମ – ଭିକେ ପାଣ୍ଡିଆନ

ଡେସ୍କ: ପୂର୍ବତନ ଆଇଏଏସ ଅଫିସରରୁ ରାଜନେତା ପାଲଟିଥିବା ଭିକେ ପାଣ୍ଡିଆନ ଏବେ ଉଭୟ ୨୦୨୪ ଲୋକସଭା ନିର୍ବାଚନ ଓ ଏକା ସାଙ୍ଗରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ନବୀନ ପଟ୍ଟନାୟକଙ୍କ ଆଉ ଏକ ବିଜୟ ପାଇଁ ଭିତ୍ତିଭୂମି ପ୍ରସ୍ତୁତ କରୁଛନ୍ତି। ସମ୍ବାଦ ସରବରାହ ସଂସ୍ଥା ଏଏନଆଇ ସହ ଏକ ସାକ୍ଷାତକାରରେ ଓଡିଶାର ୫-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ ଏହା କହିଛନ୍ତି। ୫-ଟି ପଦକ୍ଷେପ ସମେତ ରାଜ୍ୟର ଅନେକ ପ୍ରୟାସର ନେତୃତ୍ୱ ନେଇଥିବା ପାଣ୍ଡିଆନଙ୍କ ମତରେ ରାଜ୍ୟର ପରିବର୍ତ୍ତନ … Continue reading ନବୀନ ସୂତ୍ର, ନିର୍ବାଚିତ ହେବା ଦିନ ଠାରୁ କଠିନ ପରିଶ୍ରମ – ଭିକେ ପାଣ୍ଡିଆନ