କବର ଭିତରେ ରହସ୍ୟମୟୀ ମହିଳା, ମୁହଁରେ ଢାଙ୍କିଛି ହାତ

ଡେସ୍କ: ୨୦୨୧ ମସିହାରେ ପେରୁର ଏକ ଭୂତଳ କବରରେ ଜଣେ ମହିଳାଙ୍କୁ ଦଉଡ଼ିରେ ସମ୍ପୂର୍ଣ୍ଣ ବନ୍ଧା ଯାଇଥିବା ଓ ସେ ହାତରେ ମୁହଁ ଘୋଡ଼ାଇ ଥିବା ଦେଖିବାକୁ ମିଳିଥିଲା। ମାର୍କୋସ ଜାତୀୟ ବିଶ୍ୱବିଦ୍ୟାଳୟର ପ୍ରତ୍ନତତ୍ତ୍ୱବିତ୍ମାନେ ରାଜଧାନୀ ଲିମା ଓ ପେରୁଠାରୁ ୧୫.୫ ମାଇଲ୍ ଦୂରରେ ଥିବା ଏକ ଗୁରୁତ୍ୱପୂର୍ଣ୍ଣ ଐତିହାସିକ କାଜମାର୍କୁଇଲାରେ ମମିଟି ଭଲ ଅବସ୍ଥାରେ ଥିବା ଦେଖିବାକୁ ପାଇଥିଲେ। ଶାନ୍ତିପୂର୍ଣ୍ଣ ନିର୍ବାଚନ ପାଇଁ ପଦକ୍ଷେପ ନେଉଛନ୍ତି ନିର୍ବାଚନ କମିଶନ – ରାଜୀବ କୁମାର Related Posts … Continue reading କବର ଭିତରେ ରହସ୍ୟମୟୀ ମହିଳା, ମୁହଁରେ ଢାଙ୍କିଛି ହାତ