ଦେଖନ୍ତୁ ଭିଡିଓ; ଟୋଲକର୍ମୀଙ୍କୁ ଚାପୁଡା ପରେ ଚାପୁଡା ମାରି ମହିଳା କଲେ ରକ୍ତାକ୍ତ, ଘଟିଥିଲା ଏମିତି କିଛି.. 

ନୂଆଦିଲ୍ଲୀ : ହାପୁରର ଛିଜାରସୀ ଟୋଲ୍‌ ପ୍ଲାଜାରେ ଜଣେ ମହିଳା ଟୋଲକର୍ମୀଙ୍କୁ ଖୁବ୍‌ ମାଡ ମାରିଛନ୍ତି। ଏହାର ଭିଡିଓ ଏବେ ଦ୍ରୁତ ଗତିରେ ଭାଇରାଲ୍‌ ହେବା ସହ ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରୁଛି। ଘଟଣା କ୍ରମେ,କାର୍‌ରେ ଯାତ୍ରା କରୁଥିବା ଜଣେ ମହିଳା ଓ ଟୋଲକର୍ମୀ ମଧ୍ୟରେ ସାମାନ୍ୟ ଯୁକ୍ତି-ତର୍କ ପରେ ଶେଷରେ ମାଡପିଟ୍‌ ପର୍ଯ୍ୟନ୍ତ କଥା ପହଞ୍ଚିଥିଲା । ଫାଷ୍ଟାଗ୍‌କୁ ନେଇ ବିବାଦ ଆରମ୍ଭ ହୋଇଥିବା ବେଳେ ଧିରେ ଧିରେ ପରିସ୍ଥିତି ବିଗିଡି ଯାଇଥିଲା। ମହିଳା ଜଣକ … Continue reading ଦେଖନ୍ତୁ ଭିଡିଓ; ଟୋଲକର୍ମୀଙ୍କୁ ଚାପୁଡା ପରେ ଚାପୁଡା ମାରି ମହିଳା କଲେ ରକ୍ତାକ୍ତ, ଘଟିଥିଲା ଏମିତି କିଛି..