ଗାଡି ପଛେ ପଛେ ଦୌଡି ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କୁ ଏପରି କହିଲେ ମହିଳା..

ନୂଆଦିଲ୍ଲୀ : ଆନ୍ଧ୍ରପ୍ରଦେଶରେ ହୋଇଥିବା ବିଧାନସଭା ନିର୍ବାଚନରେ ଟିଡିପି ଜବରଦସ୍ତ ବିଜୟ ହାସଲ କରିଛି। ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ଦଳକୁ ମିଳିଥିବା ବିଜୟ ପାଇଁ ତାଙ୍କ ସମର୍ଥକ ବେଶ ଉତ୍ସାହିତ ରହିଛନ୍ତି। ନାଇଡୁ ଯେଉଁ ସ୍ଥାନରେ ମଧ୍ୟ ପହଞ୍ଚୁଛନ୍ତି, ତାଙ୍କୁ ଦେଖିବା ପାଇଁ ଲୋକେ ଏକତ୍ରିତ ହେବା ସହ ଭିଡ ଦେଖିବାକୁ ମିଳୁଛି। ମଙ୍ଗଳବାର ଦିନ ନାଇଡୁ ନିଜ ବିଧାୟକଙ୍କ ସହ ବୈଠକରେ ଯୋଗ ଦେବା ପାଇଁ ବିଜୟୱାଡା ପହଞ୍ଚି ଥିଲେ। ସେଠାରେ ତାଙ୍କର ଜଣେ ସମର୍ଥକ … Continue reading ଗାଡି ପଛେ ପଛେ ଦୌଡି ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କୁ ଏପରି କହିଲେ ମହିଳା..