୩ ମାସର ଝିଅକୁ ଛାଡ଼ି ଜେଲ୍‌ ଯିବ ପୁଲିସବାଲୀ ମାଆ; କାମ ପାଇଁ ପୁରା ଜିଲାରେ ଲଜ୍ଜିତ

ଯୋଧପୁର: ରାଜସ୍ଥାନର ଯୋଧପୁର ଜିଲାରୁ ଚଞ୍ଚଲ ବିଷ୍ଣୋଇ ନାମକ ସବ୍ ଇନ୍ସପେକ୍ଟରଙ୍କୁ ସ୍ପେଶାଲ ଅପରେସନ୍ ଗ୍ରୁପ୍(ଏସଓଜି) ଗିରଫ କରିଛି। ସେ ଗିରଫ ହୋଇଥିବା ୧୪ ଜଣ ପୁଲିସ ଅଧିକାରୀଙ୍କ ମଧ୍ୟରୁ ଜଣେ। କିନ୍ତୁ ଚଞ୍ଚଲଙ୍କ କାହାଣୀ କିଛି ଅଲଗା, କାରଣ ତାଙ୍କର ୩ ମାସର ଗୋଟିଏ ଝିଅ ଅଛି। ଏବେ ଝିଅକୁ ଗେହ୍ଲା କରିବା ସମୟରେ ମାଆକୁ ଜେଲରେ ରହିବାକୁ ପଡ଼ିବ। ସୋମବାର ସ୍ପେଶାଲ ଅପରେସନ୍ ଗ୍ରୁପ୍ ୧୨ ଦିନର ରିମାଣ୍ଡ ଶେଷ ହେବା ପରେ ସମସ୍ତ … Continue reading ୩ ମାସର ଝିଅକୁ ଛାଡ଼ି ଜେଲ୍‌ ଯିବ ପୁଲିସବାଲୀ ମାଆ; କାମ ପାଇଁ ପୁରା ଜିଲାରେ ଲଜ୍ଜିତ