ଭିଡିଓ ଦେଖି ମୁଣ୍ଡ ବୁଲାଇବ ; ଅର୍ଡର କରିଥିଲେ ମାଛ ତରକାରୀ; ବାହାରିଲା ମେଞ୍ଚା ମେଞ୍ଚା ପୋକ..

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ଗତ କିଛି ଦିନ ହେବ ଏକ ହୋସ୍‌‌ ଉଡାଇବା ଭଳି ଭିଡିଓ ଭାଇରାଲ୍‌‌ ହେଉଛି। ଯାହାକୁ ଦେଖିବା ପରେ ଆପଣଙ୍କ ମୁଣ୍ଡ ମଧ୍ୟ ବୁଲାଇଦେବ। ଭିଡିଓରେ ଦେଖାଯାଉଛି, ରେସ୍ତୋରାଁରେ ଜଣେ ଗ୍ରାହକ ଅର୍ଡର କରିଥିବା ମାଛ ତରକାରୀରୁ ଜୀଅନ୍ତା ପୋକ ଗୁଡିକ ବାହାରି ଆସୁଛନ୍ତି। ଗୋଟିଏ କିମ୍ବା ୨ଟି ନୁହେଁ ବରଂ ଅନେକ ମାତ୍ରାରେ ଏହି ପୋକ ଆସୁଛନ୍ତି। ଯାହାକୁ ଦେଖି ଯେ କେହି ମଧ୍ୟ ବିଚଳିତ ହୋଇ ଯିବ। ଚିନ୍ତା … Continue reading ଭିଡିଓ ଦେଖି ମୁଣ୍ଡ ବୁଲାଇବ ; ଅର୍ଡର କରିଥିଲେ ମାଛ ତରକାରୀ; ବାହାରିଲା ମେଞ୍ଚା ମେଞ୍ଚା ପୋକ..