କଙ୍ଗାରୁ କୋର୍ଟରେ ନିର୍ଯାତନା ପରେ ଏସିଡ୍ ପିଇ ପୀଡ଼ିତାଙ୍କ ଆତ୍ମହତ୍ୟା

ସମାଜ ଡିଜିଟାଲ ଡେସ୍କ: କଙ୍ଗାରୁକୋର୍ଟରେ ନିର୍ଯାତନା ମିଳିବା ପରେ ଜଣେ ମହିଳା ଲୋକ ଲଜ୍ଜା ସହି ନ ପାରି ଆତ୍ମହତ୍ୟା କରିଛନ୍ତି। ମହିଳା ଜଣକ ଏସିଡ୍ ପିଇ ଜୀବନ ହାରିଥିବା ଜଣାପଡ଼ିଛି। ପଶ୍ଚିମବଙ୍ଗର ଜଲପାଇଗୁଡ଼ି ଜିଲାରେ ଘଟିଥିବା ଏହି ଘଟଣା ଏବେ ସାରା ଦେଶରେ ଆଲୋଡ଼ନ ସୃଷ୍ଟି କରିଛି। ଏହି ଘଟଣା ପାଇଁ ପଶ୍ଚିମବଙ୍ଗର ଟିଏମସି ସରକାରଙ୍କୁ ବିଭିନ୍ନ ମହଲରେ ସମାଲୋଚନା କରାଯାଉଛି। ପୁଲିସ ୪ ଜଣଙ୍କୁ ଗିରଫ କରିଛି। ସୂଚନା ଅନୁସାରେ, ମହିଳା ଜଣକ ବିବାହିତ। … Continue reading କଙ୍ଗାରୁ କୋର୍ଟରେ ନିର୍ଯାତନା ପରେ ଏସିଡ୍ ପିଇ ପୀଡ଼ିତାଙ୍କ ଆତ୍ମହତ୍ୟା