ନୂଆଦିଲ୍ଲୀ : ନଭେମ୍ବର ମାସ ଶେଷ ହେବାକୁ ଅଳ୍ପ ଦିନ ବାକି ରହିଛି । ଉତ୍ତର ଭାରତରେ ଧୀରେ ଧୀରେ ଶୀତ ବଢିବାରେ ଲାଗିଛି । ପର୍ବତ ଉପରେ ତୁଷାରପାତ ଆରମ୍ଭ ହୋଇଛି। ଅନେକ ରାଜ୍ୟରେ ଆଗକୁ ପ୍ରବଳରୁ ଅତି ପ୍ରବଳ କୁହୁଡିର ସମ୍ଭାବନା ରହିଛି । ମାତ୍ର ଡିସେମ୍ବର ଚଳିତ ବର୍ଷର ସବୁଠାରୁ ଶୀତ ମାସ ବୋଲି କୁହାଯାଉଛି । ପାଣିପାଗ ବିଭାଗ ଅନୁଯାୟୀ ଡିସେମ୍ବର ମାସରେ ପ୍ରବଳ ଥଣ୍ଡା ଅନୁଭୂତ ହେବ। ଉତ୍ତର ଭାରତରେ … Continue reading ଆଗାମୀ ୩ ମାସ ହେବ ହାଡଭଙ୍ଗା ଶୀତ!
Copy and paste this URL into your WordPress site to embed
Copy and paste this code into your site to embed