ଶ୍ରାବଣ ମାସ: ଜାଣନ୍ତୁ କାଉଡିଆ କାହିଁକି କୁହନ୍ତି ବୋଲ୍‌ ବମ୍‌..

ଶ୍ରାବଣ ମାସ ଆରମ୍ଭ ହେବାକୁ ଅଳ୍ପ ଦିନ ବାକି । ଶ୍ରାବଣ ମାସରେ କାଉଡିଆ ମାନେ ଶୈବ ପୀଠକୁ ଯାଇ ମହାଦେବଙ୍କୁ ଜଳ ଅର୍ପଣ କରି ଥାଆନ୍ତି । ମାତ୍ର ନିଶ୍ଚୟ ଦେଖିଥିବେ କାଉଡିଆ ମାନେ ବୋଲ୍‌ ବମ୍‌, ବମ୍‌ ଭୋଲେ କହି କହି ନିଜ ଯାତ୍ରା କରି ଥାଆନ୍ତି । ମାତ୍ର ଏପରି କହିବାର କାରଣ କ’ଣ ଜାଣନ୍ତୁ.. ଚଳିତ ବର୍ଷ ଶ୍ରାବଣ ମାସ ୨୨ ଜୁଲାଇ ୨୦୨୪ରେ ଆରମ୍ଭ ହେବ । ଶ୍ରାବଣ ମାସରେ … Continue reading ଶ୍ରାବଣ ମାସ: ଜାଣନ୍ତୁ କାଉଡିଆ କାହିଁକି କୁହନ୍ତି ବୋଲ୍‌ ବମ୍‌..