କାର୍‌ ସିଟ୍‌ବେଲ୍ଟରେ ଥିବା ଏହି ସିକ୍ରେଟ୍‌ ବଟନ୍‌ ବିଷୟରେ ଜାଣନ୍ତି କି? ହୋଇଥାଏ ବେଶ୍‌ ଉପଯୋଗୀ

ସମାଜ ଡିଜିଟାଲ ଡେସ୍କ: ଗାଡ଼ି ଚଳାଇବା ସମୟରେ ସିଟ୍ ବେଲ୍ଟ ପିନ୍ଧିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହାଦ୍ବାରା ଦୁର୍ଘଟଣା ସମୟରେ ଲୋକଙ୍କ ଜୀବନ ମଧ୍ୟ ବଞ୍ଚିଯାଇଥାଏ। କିନ୍ତୁ ସିଟ୍ ବେଲ୍ଟ ସହ ଜଡ଼ିତ ଏକ ଗୁରୁତ୍ୱପୂର୍ଣ୍ଣ କଥା ଅଛି, ଯାହା ବିଷୟରେ ବୋଧହୁଏ ବହୁତ କମ୍ ଲୋକ ଜାଣିଥିବେ। ଏହା ଏକ ବଡ ରହସ୍ୟ, ଯାହା କାର ଚାଳକଙ୍କ ଆଖି ସାମ୍ନାରେ ଥାଏ, କିନ୍ତୁ ସେମାନେ ଏହା ବିଷୟରେ ସମ୍ପୂର୍ଣ୍ଣ ଭାବେ ଅବଗତ ନ ଥାଆନ୍ତି। କାର୍‌ର ସିଟ୍ … Continue reading କାର୍‌ ସିଟ୍‌ବେଲ୍ଟରେ ଥିବା ଏହି ସିକ୍ରେଟ୍‌ ବଟନ୍‌ ବିଷୟରେ ଜାଣନ୍ତି କି? ହୋଇଥାଏ ବେଶ୍‌ ଉପଯୋଗୀ