ମୋଦୀଙ୍କ ପରେ କିଏ ହେବେ ପ୍ରଧାନମନ୍ତ୍ରୀ – ସର୍ବେକ୍ଷଣରେ ଏହି ନେତା ଆଗରେ

ନୂଆଦିଲ୍ଲୀ – ବିଭିନ୍ନ ଜନମତ ସର୍ବେକ୍ଷଣରେ ଆସନ୍ତା ସାଧାରଣ ନିର୍ବାଚନରେ ଏନ୍‌ଡିଏ ମେଣ୍ଟ ଭଲ ପ୍ରଦର୍ଶନ କରିବ ବୋଲି ସୂଚନା ଦିଆଯାଇଛି । ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଏବେ ଅନ୍ୟ ନେତାଙ୍କ ଅପେକ୍ଷା ଦେଶର ଲୋକମାନେ ଅଧିକ ପସନ୍ଦ କରୁଥିବା ସୂଚନା ମିଳିଛି । ତେବେ ମୋଦୀଙ୍କ ପରେ କିଏ ପ୍ରଧାନମନ୍ତ୍ରୀ ହେବେ ବୋଲି ଏବେ ଅନେକ ଲୋକ ଆଶା ଏବଂ ଆଶଙ୍କାରେ । ଏହାକୁ ନେଇ ମୁଡ୍‌ ଅଫ୍‌ ଦି ନେସନ୍‌ ନାମରେ ଏକ ସର୍ଭେ ବା … Continue reading ମୋଦୀଙ୍କ ପରେ କିଏ ହେବେ ପ୍ରଧାନମନ୍ତ୍ରୀ – ସର୍ବେକ୍ଷଣରେ ଏହି ନେତା ଆଗରେ