ହ୍ୱାଟ୍ସ୍‌ଆପ୍‌ର ଏହି ଧମାକାଦାର ଫିଚର୍‌ – ଡିଲିଟ୍‌ ଫଟୋକୁ ଏପରି…..

ସାରା ବିଶ୍ୱର ଲୋକପ୍ରିୟ ମେସେଜିଂ ଆପ୍‌ ହେଉଛି ହ୍ୱାଟ୍ସ୍‌ଆପ୍‌ । ଅଧିକାଂଶ ଅନଲାଇନ୍‌ରେ ମେସେଜ୍‌ ପଠାଉଥଇବା ବ୍ୟକ୍ତି ହ୍ୱାଟସ୍‌ଆପ୍‌କୁ ବ୍ୟବହାର କରିଥାଆନ୍ତି । ଏଥିରେ ଫଟୋ , ଭିଡିଓ, ଜିଫ୍‌ ଏବଂ ଡକ୍ୟୁମେଣ୍ଟ ସହ ଅନେକ କିଛି ପଠାଯାଇପାରିଥାଏ । ବିଭିନ୍ନ ଗ୍ରୁପ ମାଧ୍ୟରେ ସାଙ୍ଗ ଏବଂ ଅନ୍ୟମାନେ ଯୋଡ଼ି ହୋଇପାରିଥାଆନ୍ତି । ବେଳେ ବେଳେ ଏଥିରେ ଭୁଲ୍‌ରେ ଆପଣମାନେ କିଛି ଫଟୋକୁ ଡିଲିଟ୍‌ କରିଦେଇଥାଆନ୍ତି । ଏବେ ଏହାକୁ ପୁଣି ଫେରି ପାଇବା ବା ରିକଭର … Continue reading ହ୍ୱାଟ୍ସ୍‌ଆପ୍‌ର ଏହି ଧମାକାଦାର ଫିଚର୍‌ – ଡିଲିଟ୍‌ ଫଟୋକୁ ଏପରି…..