ରାତି ଅଧିଆ ଚଢ଼ାଉ – ୨ ଏନଆଇଏ ଅଧିକାରୀଙ୍କୁ ସମନ କଲା ପଶ୍ଚିମବଙ୍ଗ ପୁଲିସ

ଡେସ୍କ: ଗତ ସପ୍ତାହରେ ପଶ୍ଚିମବଙ୍ଗ ପୂର୍ବ ମେଦିନୀପୁର ଜିଲ୍ଲାର ଭୂପତିନଗରରେ ଜାତୀୟ ତଦନ୍ତକାରୀ ସଂସ୍ଥା ଏନଆଇଏର ଅଧିକାରୀଙ୍କ ଉପରେ ହୋଇଥିବା ଆକ୍ରମଣ ମାମଲାରେ ପଶ୍ଚିମବଙ୍ଗ ପୁଲିସ ମଙ୍ଗଳବାର ଜାତୀୟ ତଦନ୍ତକାରୀ ସଂସ୍ଥାର ଦୁଇ ଜଣ ଅଧିକାରୀଙ୍କୁ ହାଜର ହେବା ଲାଗି ସମନ ଜାରି କରିଛି। ରାଜ୍ୟ ପୁଲିସ ପକ୍ଷରୁ ଜାରି ନୋଟିସ୍ ଅନୁଯାୟୀ, ଆକ୍ରମଣରେ ଆହତ ହୋଇଥିବା ଅଭିଯୋଗକାରୀ ଓ ଜଣେ ଅଧିକାରୀଙ୍କ ସମେତ ଉଭୟ ଅଧିକାରୀଙ୍କୁ ତଦନ୍ତ ପାଇଁ ସାକ୍ଷୀ ଭାବେ ପୁଲିସ ନିକଟରେ ହାଜର … Continue reading ରାତି ଅଧିଆ ଚଢ଼ାଉ – ୨ ଏନଆଇଏ ଅଧିକାରୀଙ୍କୁ ସମନ କଲା ପଶ୍ଚିମବଙ୍ଗ ପୁଲିସ