୩୨.୬ ଡିଗ୍ରୀ ସହ ଭୁବନେଶ୍ଵର ସବୁଠୁ ଉତ୍ତପ୍ତ ସହର

ଭୁବନେଶ୍ଵର: ଖରାରୁ ଏବେ ନିସ୍ତାର ନାହିଁ। ଆସନ୍ତା ୫ଦିନ ପର୍ଯ୍ୟନ୍ତ ରାଜ୍ୟରେ ପ୍ରଚଣ୍ଡ ଖରା ଜାରି ରହିବ। ଆଜି ସକାଳ ୮ଟା ୩୦ ସୁଦ୍ଧା ୩୨ ଡିଗ୍ରୀ ଛୁଇଁଛି ୪ ସହର। ୩୨.୬ ଡିଗ୍ରୀ ସହ ଭୁବନେଶ୍ଵର ସବୁଠୁ ଉତ୍ତପ୍ତ ସହର ପାଲଟିଛି। ପାରାଦୀପ , ପୁରୀ ଓ କେନ୍ଦୁଝରରେ ତାପମାତ୍ରା ୩୨ ଡିଗ୍ରୀ ରହିଛି। ସେହିପରି ବାଲେଶ୍ଵର ୩୧.୮, ଚାନ୍ଦବାଲି ୩୧.୬, ଝାରସୁଗୁଡା ୩୦.୮ ଡିଗ୍ରୀ ରେକର୍ଡ ହୋଇଛି। ସେପଟେ ରବିବାର ସକାଳୁ ଦିନ ତାପମାତ୍ରା … Continue reading ୩୨.୬ ଡିଗ୍ରୀ ସହ ଭୁବନେଶ୍ଵର ସବୁଠୁ ଉତ୍ତପ୍ତ ସହର