କଲବଲ କରୁଛି ତାତି ; ରାଜଧାନୀରେ ସର୍ବାଧିକ ୪୧.୯ ଡିଗ୍ରୀ ରେକର୍ଡ
ଭୁବନେଶ୍ୱର : କଲବଲ କରୁଛି ତାତି। ଅସହ୍ୟ ଖରା। ଜଳୁଛି ସାରା ଓଡିଶା। ଉପମୁହାଁ ହେଉଛି ପାରଦ। ମଙ୍ଗଳବାର ଦିନ ସାଢେ ୨ଟା ସୁଦ୍ଧା ରାଜଧାନୀ ଭୁବନେଶ୍ୱରର ତାପମାତ୍ରା ସର୍ବାଧିକ ୪୧.୯ ଡିଗ୍ରୀ ରେକର୍ଡ କରାଯାଇଛି। ଚାନ୍ଦବାଲି: ୪୧.୬, ଝାରସୁଗୁଡା ୪୧.୪,ବାଲେଶ୍ୱର ୪୦.୫, ସମ୍ବଲପୁର ୪୦.୩,କେନ୍ଦୁଝର ୪୦, ରାଉରକେଲା ୩୯.୯, ହୀରାକୁଦ ୩୯.୫, ଗୋପାଳପୁର ୩୫.୬, ପୁରୀ ୩୪.୮, ପାରାଦୀପ ୩୪.୨ଡିଗ୍ରୀ ରେକର୍ଡ କରାଯାଇଛି। ଆଜି ଦିନ ୨ଟା ୩୦ ସୁଦ୍ଧା ରେକର୍ଡ ତାପମାତ୍ରା ଭୁବନେଶ୍ୱର: ୪୧.୯°C … Continue reading କଲବଲ କରୁଛି ତାତି ; ରାଜଧାନୀରେ ସର୍ବାଧିକ ୪୧.୯ ଡିଗ୍ରୀ ରେକର୍ଡ
Copy and paste this URL into your WordPress site to embed
Copy and paste this code into your site to embed