ଓଡ଼ିଶାରେ ବାତ୍ୟା ପ୍ରଭାବ: ଭଦ୍ରକ ଓ ବାଲେଶ୍ବରରେ ପ୍ରବଳ ବର୍ଷା ସମ୍ଭାବନା, ୪ ଜିଲାପାଳଙ୍କୁ ରହିବାକୁ ଏସଆରସିଙ୍କ ନିର୍ଦେଶ

ଭୁବନେଶ୍ବର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଆଜି ସକାଳେ ଅବପାତରେ ପରିଣତ ହୋଇ ଉତ୍ତର-ପୂର୍ବ ଦିଗକୁ ଗତି କରୁଛି। ଏହା ଅଧିକ ତୀବ୍ର ହୋଇ ୨୫ ତାରିଖ ସକାଳ ସୁଦ୍ଧା ବାତ୍ୟାରେ ପରିଣତ ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ଓଡ଼ିଶା​‌ରେ ବର୍ଷା ସମ୍ଭାବନା ରହିଛି ବୋଲି ପାଣିପାଗ କେନ୍ଦ୍ର ନିର୍ଦେଶିକା ମନୋରମା ମହାନ୍ତିଙ୍କ ସୂଚନା ଦେଇଛନ୍ତି। Related Posts ନଜର ଆଢ଼ୁଆଳରେ ପ୍ରାଚୀନ ଡାହଳିଆ କୀର୍ତ୍ତି… Sep 28, 2024 … Continue reading ଓଡ଼ିଶାରେ ବାତ୍ୟା ପ୍ରଭାବ: ଭଦ୍ରକ ଓ ବାଲେଶ୍ବରରେ ପ୍ରବଳ ବର୍ଷା ସମ୍ଭାବନା, ୪ ଜିଲାପାଳଙ୍କୁ ରହିବାକୁ ଏସଆରସିଙ୍କ ନିର୍ଦେଶ