ଆହୁରି ୩ ଦିନ ଜଳିବ:  ତାପମାତ୍ରା ୨ରୁ ୩ ଡିଗ୍ରୀ ବୃଦ୍ଧି ପାଇବ

ଭୁବନେଶ୍ବର: ଗତକାଲି ଅପେକ୍ଷା ଆଜି ତାତି ସାମାନ୍ୟ ହ୍ରାସ ପାଇଛି। ଆଜି ରାଜ୍ୟର ୧୮ଟି ସହରର ତାପାମାତ୍ରା ୪୦ ଡିଗ୍ରୀ ଉପରେ ରହିଛି।ପାଣିପାଗ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ୪୨.୮ ଡିଗ୍ରୀ ସହ ପାରଳାଖେମୁଣ୍ଡି ସର୍ବାଧିକ ଉତ୍ତପ୍ତ ବୋଲି ଜଣାପଡ଼ିଛି। ସେହିପରି ନୟାଗଡ଼ ୪୨.୨, ଭୁବନେଶ୍ବର ଓ ବଳାଙ୍ଗିର ୪୧.୮, ଅନୁଗୁଳ ୪୧.୭, ନୟାଗଡ଼ ୪୧.୫, କଟକ ୩୮.୨ ଡିଗ୍ରୀ ରେକର୍ଡ କରାଯାଇଛି। ଖରା ସାମାନ୍ୟ କମିଥିଲେ ବି ପ୍ରବଳ ଗୁଳୁଗୁଳି ଅନୁଭୂତ ହୋଇଛି। ଆସନ୍ତା … Continue reading ଆହୁରି ୩ ଦିନ ଜଳିବ:  ତାପମାତ୍ରା ୨ରୁ ୩ ଡିଗ୍ରୀ ବୃଦ୍ଧି ପାଇବ