୩ ଦିନ ଯାଏଁ ଘନ କୁହୁଡ଼ି, ଗୁରୁଚାପ ପ୍ରଭାବରେ ହାଲୁକା ବର୍ଷା ସମ୍ଭାବନା

ଭୁବନେଶ୍ବର: ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ସମ୍ଭାବନା ରହିଛି। ଉପକୂଳବର୍ତ୍ତି ଓ ପାର୍ଶ୍ବବର୍ତ୍ତି ଜିଲାରେ ଘନ କୁହୁଡ଼ି ସମ୍ଭାବନା ରହିଥିବାବେଳେ କୁହୁଡ଼ି ପାଇଁ ୨୦ ଜିଲାକୁ ୟେଲୋ ୱାର୍ଣ୍ଣିଂ କରାଯାଇଛି। ଗୁରୁଚାପ ପ୍ରଭାବରେ ଆସନ୍ତା ୬ ଦିନ ମଧ୍ୟରେ ହାଲୁକା ବର୍ଷା ସମ୍ଭାବନା ରହିଛି। Related Posts  ଅସୁରକ୍ଷିତ  ହାତୀ ଛୁଆକୁ  ଉଦ୍ଧାର କଲା ବନ… Sep 16, 2024 ଅଟୋ ଓ ସ୍କୁଟି ସହ ଗଞ୍ଜେଇ ଜବତ, ୩ … Continue reading ୩ ଦିନ ଯାଏଁ ଘନ କୁହୁଡ଼ି, ଗୁରୁଚାପ ପ୍ରଭାବରେ ହାଲୁକା ବର୍ଷା ସମ୍ଭାବନା