ପାଣି ପାଇଁ ଡହଳବିକଳ ଦିଲ୍ଲୀବାସୀ, ଟ୍ୟାଙ୍କର ଆସିବା କ୍ଷଣି ଚଢ଼ିଯାଉଛନ୍ତି ଲୋକେ, ପାଇପଲାଇନ ସୁରକ୍ଷା ପାଇଁ ପୁଲିସ ସହାୟତା ଲୋଡ଼ିଲେ ମନ୍ତ୍ରୀ

ସମାଜ ଡିଜିଟାଲ ଡେସ୍କ: ରାଜଧାନୀ ନୂଆଦିଲ୍ଲୀରେ ଉତ୍କଟ ପାନୀୟଜଳ ସମସ୍ୟା ଦେଖିବାକୁ ମିଳିଛି। ଲୋକେ ପାଣି ପାଇଁ ଡହଳବିକଳ ହେଉଛନ୍ତି। ଟ୍ୟାଙ୍କର ଆସିବା କ୍ଷଣି ଗାଡ଼ି ଉପରେ ଚଢ଼ି ଜୋରଜବରଦସ୍ତ ପାଣି ନେଉଛନ୍ତି। ରାଜଧାନୀର ଏଭଳି ଦୃଶ୍ୟ ସମଗ୍ର ଦେଶ ପାଇଁ ସତର୍କ ଘଣ୍ଟି ପାଲଟିଛି। ପରିସ୍ଥିତି ଏପରି ହେଲାଣି ଯେ, ସରକାର ଏବେ ପାନୀୟଜଳ ପାଇପଲାଇନର ସୁରକ୍ଷାକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି। ଦିଲ୍ଲୀର ଜଳ ମନ୍ତ୍ରୀ ଅତିଶୀ ରବିବାର ଦିଲ୍ଲୀ ପୁଲିସ ଆୟୁକ୍ତ ସଞ୍ଜୟ … Continue reading ପାଣି ପାଇଁ ଡହଳବିକଳ ଦିଲ୍ଲୀବାସୀ, ଟ୍ୟାଙ୍କର ଆସିବା କ୍ଷଣି ଚଢ଼ିଯାଉଛନ୍ତି ଲୋକେ, ପାଇପଲାଇନ ସୁରକ୍ଷା ପାଇଁ ପୁଲିସ ସହାୟତା ଲୋଡ଼ିଲେ ମନ୍ତ୍ରୀ