ଦେଖନ୍ତୁ ଭିଡିଓ- ଜଳିକରି ଖସିପଡିଲା ରୁଷ୍‌ର ସୈନ୍ୟ ପରିବହନ ବିମାନ

ମସ୍କୋ- ଉଡାଣ ଭରିବାର କିଛି ସମୟ ମଧ୍ୟରେ ରୁଷ୍‌ର ଏକ ସୈନ୍ୟ ପରିବହନ ବିମାନ ଜଳିକରି ଖସି ପଡିଛି । ଦୁର୍ଘଟଣା ସମୟରେ ବିମାନରେ ୧୫ ଜଣ ବ୍ୟକ୍ତି ଯାତ୍ରା କରୁଥିଲେ । ରୁଷ୍ର ପ୍ରତିରକ୍ଷା ମନ୍ତ୍ରାଳୟର ସୂଚନା ଅନୁସାରେ ରୁଷ୍‌ର ଆଇଏଲ୍‌-୭୬ ବିମାନ ସୈନ୍ୟବାହିନୀ ପାଇଁ ଜରୁରୀ ଥିବା ସାମଗ୍ରୀ ପରିବହନ କରୁଥିଲା । BREAKING: Large Russian military plane crashes near Ivanovo, northeast of Moscow pic.twitter.com/di4pnpJxKh — BNO News … Continue reading ଦେଖନ୍ତୁ ଭିଡିଓ- ଜଳିକରି ଖସିପଡିଲା ରୁଷ୍‌ର ସୈନ୍ୟ ପରିବହନ ବିମାନ