ଦେଖନ୍ତୁ ଭିଡିଓ-୮୭ ବର୍ଷିୟ ଶଶୁରଙ୍କୁ ପିଟି ମହିଳା ଅଧିକାରୀ ଜେଲ୍‌ରେ

ବେଙ୍ଗାଲୁର- କର୍ଣ୍ଣାଟକ ବିଦ୍ୟୁତ ବିଭାଗରେ ଉଚ୍ଚ ପଦସ୍ଥ ମହିଳା ଅଧିକାରୀ ୮୭ ବର୍ଷିୟ ଶଶୁରଙ୍କୁ ଅମାନବୀୟ ଭାବେ ମାଡ ମାରିବା ସହ ଠେଲି ଦେଇ ଆହତ କରିବା ଘଟଣାରେ ଜେଲ୍‌ ଯାଇଛନ୍ତି । କର୍ଣ୍ଣାଟକ ବିଦ୍ୟୁତ ବୋର୍ଡରେ ଅଧିକାରୀ ଥିବା ଉମାଶଙ୍କରୀ ଏକ ରସ ବଙ୍କୁଲୀବାଡିରେ ନିସ୍ତୁକ ମାଡ ମାରିଥିଲେ । କୌଣସି କଥା ନେଇ ଦୁଇ ଜଣଙ୍କର ଯୁକ୍ତିତର୍କ ହେବାପରେ ଉମାଶଙ୍କରୀ ତାଙ୍କୁ ନିସ୍ତୁକ ମାଡ ମାରିଥିଲେ । ବୁଢା ଲୋକ ଜଣଙ୍କ ତାଙ୍କୁ ହାତ … Continue reading ଦେଖନ୍ତୁ ଭିଡିଓ-୮୭ ବର୍ଷିୟ ଶଶୁରଙ୍କୁ ପିଟି ମହିଳା ଅଧିକାରୀ ଜେଲ୍‌ରେ