ମାରୁତି ସୁଜୁକିର ଏହି କାର୍ ହେଲା କର ମୁକ୍ତ ! ୧.୧୦ ଲକ୍ଷ ଟଙ୍କା ସଞ୍ଚୟ କରିପାରିବେ ଗ୍ରାହକ

ନୂଆଦିଲ୍ଲୀ : ମାରୁତି ସୁଜୁକିର ନମ୍ବର ଓ୍ବାନ୍ ହାଚବ୍ୟାକ୍ ଓ୍ବାଗନଆରକୁ ଏଣିକି କ୍ୟାଣ୍ଟିନ୍ ଷ୍ଟୋର୍ସ ଡିପାର୍ଟମେଣ୍ଟ ଅର୍ଥାତ୍ ସିଏସଡିରୁ ମଧ୍ୟ କ୍ରୟ କରିପାରିବେ ଗ୍ରାହକ । ଏହି କ୍ୟାଣ୍ଟିନରେ ଦେଶର ସେବା କରୁଥିବା ଯବାନଙ୍କ ପାଇଁ ଅନେକ କାର ବିକ୍ରି କରାଯାଏ । ଖାସ୍ କଥା ହେଉଛି କି ଏହି ଯବାନଙ୍କୁ ସିଏସଡିରେ ଏହି କାର ଉପରେ ଲାଗୁଥିବା ଜିଏସଟି ବହୁତ କମ୍ ଦେବାକୁ ପଡେ । ଅର୍ଥାତ୍ ଏହାକୁ ୨୮ ପ୍ରତିଶତ ବଦଳରେ ମାତ୍ର ୧୪ … Continue reading ମାରୁତି ସୁଜୁକିର ଏହି କାର୍ ହେଲା କର ମୁକ୍ତ ! ୧.୧୦ ଲକ୍ଷ ଟଙ୍କା ସଞ୍ଚୟ କରିପାରିବେ ଗ୍ରାହକ