ପତ୍ନୀଙ୍କଠାରୁ ଅଲଗା ହେବେ ବିରେନ୍ଦ୍ର ସେହୱାଗ!

ନୂଆଦିଲ୍ଲୀ : ଗତ କିଛି ଦିନ ମଧ୍ୟରେ ଅନେକ ସେଲିବ୍ରିଟି ଓ କ୍ରିକେଟରଙ୍କ ଛାଡପତ୍ର ଖବର ପ୍ରଶଂସକଙ୍କୁ ନିରାଶ କରିବା ସହ ଆଉ ଏକ ସମ୍ପର୍କରେ ପଡିପାରେ ପୂର୍ଣ୍ଣଚ୍ଛେଦ । ଭାରତୀୟ କ୍ରିକେଟ ଟିମ୍‌ର ପୂର୍ବତନ ଖେଳାଳି ବିରେନ୍ଦ୍ର ସେହୱାଗ ନିଜର ପତ୍ନୀ ଆରତୀ ଅହଲାୱତଙ୍କ ଠାରୁ ଅଲଗା ହେବାକୁ ଯାଉଥିବା କଥା ଜୋରରେ ଚର୍ଚ୍ଚା ଧରିଛି । ବିବାହର ୨୦ ବର୍ଷ ପରେ ସେହୱାଗ ନିଜ ପତ୍ନୀଙ୍କ ଠାରୁ ଅଲଗା ହେବାକୁ ଯାଉଥିବା ଖବର ସୋସିଆଲ … Continue reading ପତ୍ନୀଙ୍କଠାରୁ ଅଲଗା ହେବେ ବିରେନ୍ଦ୍ର ସେହୱାଗ!