ବିରାଟ କୋହଲିଙ୍କୁ ଧମକ, ୪ ଗିରଫ: ଅଭ୍ୟାସ ମ୍ୟାଚ୍ ବାତିଲ କଲା ଟିମ୍‌

ଅହମ୍ମଦାବାଦ: ଏଲିମିନେଟର ମ୍ୟାଚ୍ ପୂର୍ବରୁ ବିରାଟ କୋହଲିଙ୍କୁ ଅହମ୍ମଦାବାଦରେ ଧମକ ମିଳିଛି, ଯେଉଁଥିପାଇଁ ଆରସିବି ତା’ର ଏକମାତ୍ର ଅଭ୍ୟାସ ମ୍ୟାଚ୍ ବାତିଲ କରିଛି। ଏହା ବ୍ୟତୀତ ମ୍ୟାଚ୍ ପୂର୍ବରୁ କୌଣସି ସାମ୍ବାଦିକ ସମ୍ମିଳନୀ ମଧ୍ୟ ହୋଇନାହିଁ। ଏକ ରିପୋର୍ଟରେ ଏହା ପ୍ରକାଶ ପାଇଛି। ଆଇପିଏଲ ୨୦୨୪ର ଏଲିମିନେଟର ମୁକାବିଲା ରାଜସ୍ଥାନ ରୟାଲ୍‌ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ବୁଧବାର କେଳାଯିବ। ଏହି ମ୍ୟାଚରେ ଯେଉଁ ଦଳ ହାରିବ ସେ ବାହାରିଯିବ ଏବଂ ଅନ୍ୟ ଦଳ କ୍ୱାଲିଫାୟର-୨ରେ … Continue reading ବିରାଟ କୋହଲିଙ୍କୁ ଧମକ, ୪ ଗିରଫ: ଅଭ୍ୟାସ ମ୍ୟାଚ୍ ବାତିଲ କଲା ଟିମ୍‌