ଦେଖନ୍ତୁ ଭିଡିଓ : ଷ୍ଟେଜ୍ ଉପରେ କନ୍ୟାଙ୍କୁ ଉପହାର ଦେଇ ବରକୁ ନିର୍ଦ୍ଧୁମ ମାଡ ମାରିଲେ ବ୍ୟକ୍ତି, ଜାଣନ୍ତୁ କାରଣ..

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ଅନେକ ସମୟରେ ବିବାହର ଭିଡିଓ ଭାଇରାଲ ହୋଇଥାଏ। ଯେଉଁଥିରେ ନାଚିବା, ବର-କନ୍ୟାଙ୍କ ପ୍ରବେଶ, ବିବାହରେ ହେଉଥିବା ଝଗଡା ଆଦି ଭିଡିଓ ଭାଇରାଲ ହୋଇଥାଏ। ଏମିତି ହିଁ ଏକ ଭିଡିଓ ଏବେ ଖୁବ୍ ଭାଇରାଲ ହେଉଛି। ଯେଉଁଥିରେ ଜଣେ ବ୍ୟକ୍ତି ବିବାହ ଷ୍ଟେଜରେ ବରଙ୍କୁ ଧୁମ୍ ମାଡ ମାରିଛନ୍ତି। ଏହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ଚକିତ ହୋଇଛନ୍ତି। Wanna be Kabir Singh kinda Kalesh b/w Ex-Boyfriend and Groom on … Continue reading ଦେଖନ୍ତୁ ଭିଡିଓ : ଷ୍ଟେଜ୍ ଉପରେ କନ୍ୟାଙ୍କୁ ଉପହାର ଦେଇ ବରକୁ ନିର୍ଦ୍ଧୁମ ମାଡ ମାରିଲେ ବ୍ୟକ୍ତି, ଜାଣନ୍ତୁ କାରଣ..