ବାଃ ବାଃରେ ହରିଣ ସାହସ ; ଦେଖନ୍ତୁ ଭିଡିଓ, ସିଂହ ସହ କଲା ଏମିତି..

ନୂଆଦିଲ୍ଲୀ : ସୋସିଆଲ ମିଡିଆ ଦୁନିଆରେ ଭାଇରାଲ ହେଉଥିବା ଅନେକ ଭିଡିଓ ଖୁବ୍ ମନଛୁଆଁ ହୋଇଥିବା ବେଳେ ବିଶ୍ୱାସ କରିବା ସମ୍ଭବ ହୋଇନଥାଏ। ଅନେକ ସମୟରେ ଏଭଳି ଭିଡିଓ ସାମ୍ନାକୁ ଆସିଥାଏ, ଯାହା ଆଶ୍ଚର୍ଯ୍ୟ ଚକିତ କରି ଦେଇଥାଏ। ନିକଟରେ ଏଭଳି ହିଁ ଏକ ଭିଡିଓ ଭାଇରାଲ ହେଉଛି। ଭିଡିଓଟି ହରିଣ ଓ ସିଂହର ହୋଇଥିବା ବେଳେ ହରିଣର ସାହସକୁ ଏଠାରେ ଖୁବ୍ ପ୍ରଶଂସା କରାଯାଇଛି। It may have been so small, so weak, … Continue reading ବାଃ ବାଃରେ ହରିଣ ସାହସ ; ଦେଖନ୍ତୁ ଭିଡିଓ, ସିଂହ ସହ କଲା ଏମିତି..