ଦେଖନ୍ତୁ ଭିଡିଓ ; ପାଣି ପିଉଥିଲା ହରିଣ, ଆଉ ହଠାତ୍ ହେଲା ଏମିତି..

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ବନ୍ୟ ଜୀବଜନ୍ତୁଙ୍କ ଅନେକ ଭିଡିଓ ଭାଇରାଲ ହୋଇଥାଏ। ଏଭଳି କିଛି ଭିଡିଓ ଦେଖିବାକୁ ମିଳେ ଯାହା ଖୁବ୍ ଆଶ୍ଚର୍ଯ୍ୟ କରି ଦେଇଥାଏ। ଏଭଳି ହିଁ ଏକ ଭିଡିଓ ଏବେ ଖୁବ୍ ଭାଇରାଲ ହେଉଛି। ଭିଡିଓକୁ ଦେଖି ନିଶ୍ଚୟ ଚମକି ପଡିବେ। ଭିଡିଓଟି ଏକ ହରିଣ ଓ କୁମ୍ଭୀରର। ସୋସିଆଲ ମିଡିଆରେ ଏହି ଭିଡିଓ ଏବେ ଖୁବ୍ ଭାଇରାଲ ହେଉଛି। हिरण को तरह हर व्यक्त सतर्क व सावधान रहना … Continue reading ଦେଖନ୍ତୁ ଭିଡିଓ ; ପାଣି ପିଉଥିଲା ହରିଣ, ଆଉ ହଠାତ୍ ହେଲା ଏମିତି..